ଜିଡିପି ୧୩.୫% ବଢ଼ିଲା, ଆରବିଆଇ ଆକଳନ ଠାରୁ କମ

ନୂଆଦିଲ୍ଲୀ: ଭାରତର ଜିଡିପି ୧୩.୫ ହାରରେ ବଢ଼ିଛି। ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟର ଅର୍ଥାତ ଏପ୍ରିଲରୁ ଜୁନ ମଧ୍ୟରେ ଅଭିବୃଦ୍ଧି ହାର ୧୩.୫% ରହିଛି। ଜାତୀୟ ପରିସଂଖ୍ୟନ ଅଫିସ(ଏନଏସ୍‌ଓ) ପକ୍ଷରୁ ଆଜି ଏହି ତଥ୍ୟ ଜାରି କରାଯାଇଛି। ହେଲେ ଏହି ଅଭିବୃଦ୍ଧି ହାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କରିଥିବା ଆକଳନ ଠାରୁ ଯଥେଷ୍ଟ କମ। ଏନଏସ୍ଓର ତଥ୍ୟ ଅନୁଯାୟୀ, ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରର ପ୍ରକୃତ ଜିଡିପି ୩୬.୮୫ ଲକ୍ଷ କୋଟି ରହିଛି। […]

GDP

GDP

Hemant Lenka
  • Published: Wednesday, 31 August 2022
  • Updated: 31 August 2022, 08:40 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ଜିଡିପି ୧୩.୫ ହାରରେ ବଢ଼ିଛି। ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟର ଅର୍ଥାତ ଏପ୍ରିଲରୁ ଜୁନ ମଧ୍ୟରେ ଅଭିବୃଦ୍ଧି ହାର ୧୩.୫% ରହିଛି। ଜାତୀୟ ପରିସଂଖ୍ୟନ ଅଫିସ(ଏନଏସ୍‌ଓ) ପକ୍ଷରୁ ଆଜି ଏହି ତଥ୍ୟ ଜାରି କରାଯାଇଛି। ହେଲେ ଏହି ଅଭିବୃଦ୍ଧି ହାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କରିଥିବା ଆକଳନ ଠାରୁ ଯଥେଷ୍ଟ କମ।

ଏନଏସ୍ଓର ତଥ୍ୟ ଅନୁଯାୟୀ, ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରର ପ୍ରକୃତ ଜିଡିପି ୩୬.୮୫ ଲକ୍ଷ କୋଟି ରହିଛି। ୨୦୨୧-୨୨ ପ୍ରଥମ କ୍ୱାର୍ଟରରେ ଏହା ୩୨.୪୬ ଲକ୍ଷ କୋଟି ରହିଥିଲା।

ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍ କ୍ୱାର୍ଟରରେ ଦେଶର ମୋଟ ଜିଡିପି ଅଭିବୃଦ୍ଧି ହାର ୧୩.୫% ରେକର୍ଡ କରାଯାଇଛି, ଯାହା ଜାନୁଆରୀ-ମାର୍ଚ୍ଚ କ୍ୱାର୍ଟରରେ ୪.୧% ଥିଲା। ପୂର୍ବ ଆର୍ଥିକ ବର୍ଷ ଅର୍ଥାତ ୨୦୨୧-୨୨ ଏପ୍ରିଲ୍-ଜୁନ୍ କ୍ୱାର୍ଟରରେ ଜିଡିପି ଅଭିବୃଦ୍ଧି ହାର ୨୦.୧% ରହିଥିଲା। ଏହାକୁ ଆଧାର କରି ଅନେକ ବିଶେଷଜ୍ଞ ଦେଶର ଅର୍ଥନୀତିକ ଅଭିବୃଦ୍ଧି ହାର ଯଥେଷ୍ଟ  ଅଧିକ ରହିବ ବୋଲି ଆକଳନ କରିଥିଲେ।

ରେଟିଂ ଏଜେନ୍ସି ICRA ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରରେ ଜିଡିପି ଅଭିବୃଦ୍ଧି ହାର ୧୩% ପ୍ରତିଶତ ରହିବ ବୋଲି ଆକଳନ କରିଥିଲା। ସେହିପରି ଏସବିଆଇ ତା’ର ଗୋଟିଏ ରିପୋର୍ଟରେ ଜିଡିପି ୧୫.୭% ହାରରେ ବଢ଼ିବ ବୋଲି ପୂର୍ବାନୁମାନ କରିଥିଲା।

ହେଲେ ଜିଡିପି ଏହାଠାରୁ ଯଥେଷ୍ଟ କମ ରହିଛି। ଆରବିଆଇ ମଧ୍ୟ ତା’ର ସମୀକ୍ଷା ବୈଠକରେ କହିଥିଲା ଯେ ୨୦୨୨-୨୩ ପ୍ରଥମ କ୍ୱାର୍ଟର ଏପ୍ରିଲ-ଜୁନ୍‌ରେ ଜିଡିପି ୧୬.୨% ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story