ଚଳିତ ଆର୍ଥିକ ବର୍ଷର ଅଭିବୃଦ୍ଧି ରିପୋର୍ଟ ଆକଳନ କଲା ଏନଏସଓ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ଯାଉଛି। ଫେବୃଆରୀ ମାସରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସରକାର ବଜେଟ ଆଗତ କରିବ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଚଳିତ ଆର୍ଥିକ ବର୍ଷର ଅର୍ଥନୀତିକ ରିପୋର୍ଟ ଜାରି କରିଛନ୍ତି। ୨୦୨୦-୨୧ରେ ଅଭିବୃଦ୍ଧି ହାର ୭.୭ ପ୍ରତିଶତ ହ୍ରାସ ପାଇପାରେ ବୋଲି ସରକାର ଆକଳନ କରିଛନ୍ତି। ଗତ ଚାରି ଦଶନ୍ଧିରେ ଏହା ସବୁଠାରୁ ଖରାପ ଆର୍ଥିକ ବର୍ଷ ହେବ ବୋଲି ଆକଳନ କରାଯାଉଛି। ଗତ ଆର୍ଥିକ ବର୍ଷରେ ୨୦୧୯-୨୦ରେ […]

gdp

gdp

Subhransu Sekhar
  • Published: Friday, 08 January 2021
  • Updated: 08 January 2021, 08:41 AM IST

Sports

Latest News

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ଯାଉଛି। ଫେବୃଆରୀ ମାସରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସରକାର ବଜେଟ ଆଗତ କରିବ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଚଳିତ ଆର୍ଥିକ ବର୍ଷର ଅର୍ଥନୀତିକ ରିପୋର୍ଟ ଜାରି କରିଛନ୍ତି। ୨୦୨୦-୨୧ରେ ଅଭିବୃଦ୍ଧି ହାର ୭.୭ ପ୍ରତିଶତ ହ୍ରାସ ପାଇପାରେ ବୋଲି ସରକାର ଆକଳନ କରିଛନ୍ତି।

ଗତ ଚାରି ଦଶନ୍ଧିରେ ଏହା ସବୁଠାରୁ ଖରାପ ଆର୍ଥିକ ବର୍ଷ ହେବ ବୋଲି ଆକଳନ କରାଯାଉଛି। ଗତ ଆର୍ଥିକ ବର୍ଷରେ ୨୦୧୯-୨୦ରେ ଦେଶର ଅଭିବୃଦ୍ଧି ହାର ୪.୨ ପ୍ରତିଶତ ଥିଲା। ଏନଏସଓ ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଅର୍ଥନୀତିର ପ୍ରାୟ ସମସ୍ତ କ୍ଷେତ୍ରରେ ଅଭିବୃଦ୍ଧି କମିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story