ଏବେ ଯେଉଁ ପରିବାରେ ହାତ ମାରିବ ତାହା ପ୍ରାୟ 80 ଟଙ୍କା ଉପରେ। ବାଇଗଣ ଦାମ 100 ଟଙ୍କା ହେଲାଣି ତ ବିନ୍ସ ଦାମ 160 ଟଙ୍କା। ଭୁବନେଶ୍ବର ଖୁଚୁରା ମାର୍କେଟର ଏଭଳି ଚିତ୍ର ପ୍ରାୟ ଅନେକ ଜାଗାରେ ଦେଖିବାକୁ ମିଳୁଛି। ଏତିକି ବେଳେ କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିବା ମାସିକିଆ ଖୁଚୁରା ମୁଦ୍ରାସ୍ଫୀତି ରିପୋର୍ଟ ଦେଖିଲେ, ଦେଶର ମୁଦ୍ରାସ୍ପୀତି ହାର 9 ମାସରେ ସର୍ବାଧିକ 5.49%ରେ ପହଁଚିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ପ୍ରତି ପଞ୍ଚାୟତରେ ଖୋଲିବ କ୍ଷୀର ଧାରା କେନ୍ଦ୍ର: ମନ୍ତ୍ରୀ
ନୂଆ ପ୍ରଡକ୍ଟ ନେଇ ମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ବହୁ ନୂଆ ପ୍ରଡକ୍ଟ ଆଣିବାକୁ ଯାଉଛି। ଲୋକଙ୍କ ଆବଶ୍ୟକତାକୁ ଦେଖି ଓମ୍ଫେଡ୍ର ଟେଟ୍ରାପେକ୍, ପାଣି ପାଉଚ୍, ଆଇସକ୍ରିମ୍, ଚକୋଲେଟ୍ ଆଦି ତିଆରି କରିବ।
Technology
ପାର୍ବଣରେ ହାଇ ଡିମାଣ୍ଡ, ଭାରତରେ ବିକ୍ରି ହୋଇଛି ୩.୯୩ ଲକ୍ଷ କାର୍
ଚଳିତ ବର୍ଷ ପାର୍ବଣ ଋତୁରେ ରେକର୍ଡ ସଂଖ୍ୟକ ଦୁଇ ଚକିଆ ଓ ଚାରି ଚକିଆ ଯାନ ବିକ୍ରି ହୋଇଛି।
Business
ମୋଦିଙ୍କ ଶାସନରେ କମିଛି ମଧ୍ୟବିତ୍ତଙ୍କ ମୁଣ୍ଡରୁ ଟିକସ ବୋଝ
ମୋଦି ସରକାର ଲାଗୁ କରିଥିବା ଶକ୍ତିଶାଳୀ ଟିକସ ଚୋରି ନିରୋଧ ଆଇନ ଓ କଳା ଟଙ୍କା ଆଇନ ଯୋଗୁ ୫୦ ଲକ୍ଷରୁ ଅଧିକ ଆୟ କରୁଥିବା ଲୋକଙ୍କ ରିଟର୍ଣ୍ଣ ଫାଇଲ କରିବା ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।
Business
୩୩୫୩ କୋଟି ଟଙ୍କାର ୧୫ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ, ୪୬୩୭ ଜଣଙ୍କୁ ମିଳିବ ନିଯୁକ୍ତି
ଏଚଏମ ପାୱାର ଆଣ୍ଡ କେବଲସ ପ୍ରାଇଭେଟ୍ ଲିମିଟେଡ୍ ୫୫.୭୨କୋଟି ଟଙ୍କା ବ୍ୟୟରେ ଝାରସୁଗୁଡ଼ା ଜିଲ୍ଲାରେ ଏକ ଆଲୁମିନିୟମ କଣ୍ଡକ୍ଟର, ପାୱାର କେବୁଲ ଓ ତାର ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବ । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୨୦୫ଜଣଙ୍କୁ ନିଯୁକ୍ତି ମିଳିବ।
Business
ଦାଉଦ୍, ଲରେନ୍ସ ବିଷ୍ଣୋଇ ଟି-ଶାର୍ଟ ବିକି ଅଡ଼ୁଆରେ ଫ୍ଲିପକାର୍ଟ୍
ଲରେନ୍ସ ବିଷ୍ଣୋଇ ଓ ଦାଉଦର ଫଟୋ ଥିବା ଟି-ଶାର୍ଟ ବିକ୍ରି କରି ଅଡ଼ୁଆରେ ଫ୍ଲିପକାର୍ଟ ସମେତ ଅନେକ ଇ-କମର୍ସ ପ୍ଲାଟଫର୍ମ। ମାମଲା ଦାୟର କଲା ମହାରାଷ୍ଟ୍ର ପୁଲିସର ସାଇବର ସେଲ୍।