ଓଡ଼ିଶାରେ ଦରଦାମ୍ କମୁଛି ? | Odisha Reporter
ଏବେ ଯେଉଁ ପରିବାରେ ହାତ ମାରିବ ତାହା ପ୍ରାୟ 80 ଟଙ୍କା ଉପରେ। ବାଇଗଣ ଦାମ 100 ଟଙ୍କା ହେଲାଣି ତ ବିନ୍ସ ଦାମ 160 ଟଙ୍କା। ଭୁବନେଶ୍ବର ଖୁଚୁରା ମାର୍କେଟର ଏଭଳି ଚିତ୍ର ପ୍ରାୟ ଅନେକ ଜାଗାରେ ଦେଖିବାକୁ ମିଳୁଛି। ଏତିକି ବେଳେ କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିବା ମାସିକିଆ ଖୁଚୁରା ମୁଦ୍ରାସ୍ଫୀତି ରିପୋର୍ଟ ଦେଖିଲେ, ଦେଶର ମୁଦ୍ରାସ୍ପୀତି ହାର 9 ମାସରେ ସର୍ବାଧିକ 5.49%ରେ ପହଁଚିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
