Advertisment

ଓଡ଼ିଶାରେ ଦରଦାମ୍ କମୁଛି ?

ଏବେ ଯେଉଁ ପରିବାରେ ହାତ ମାରିବ ତାହା ପ୍ରାୟ 80 ଟଙ୍କା ଉପରେ। ବାଇଗଣ ଦାମ 100 ଟଙ୍କା ହେଲାଣି ତ ବିନ୍ସ ଦାମ 160 ଟଙ୍କା।

Advertisment

ଏବେ ଯେଉଁ ପରିବାରେ ହାତ ମାରିବ ତାହା ପ୍ରାୟ 80 ଟଙ୍କା ଉପରେ। ବାଇଗଣ ଦାମ 100 ଟଙ୍କା ହେଲାଣି ତ ବିନ୍ସ ଦାମ 160 ଟଙ୍କା। ଭୁବନେଶ୍ବର ଖୁଚୁରା ମାର୍କେଟର ଏଭଳି ଚିତ୍ର ପ୍ରାୟ ଅନେକ ଜାଗାରେ ଦେଖିବାକୁ ମିଳୁଛି। ଏତିକି ବେଳେ କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିବା ମାସିକିଆ ଖୁଚୁରା ମୁଦ୍ରାସ୍ଫୀତି ରିପୋର୍ଟ ଦେଖିଲେ, ଦେଶର ମୁଦ୍ରାସ୍ପୀତି ହାର 9 ମାସରେ ସର୍ବାଧିକ 5.49%ରେ ପହଁଚିଛି। 

Advertisment
Odisha Inflation Rate
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe