Advertisment

ଆସିଲା ଭିଭୋର ନୂଆ ସ୍ମାର୍ଟ ଫୋନ୍, ନଭେମ୍ବରରୁ ବିକ୍ରି

ନୂଆଦିଲ୍ଲୀ: ଭିଭୋ ଏକ ନୂଆ ସ୍ମାର୍ଟଫୋନ୍‌ iQoo Neo 855 ଲଞ୍ଚ୍ କରିଛି। ଏହି ଫୋନ୍‌ଟି ପାଖାପାଖି ଚଳିତବର୍ଷ ଲଞ୍ଚ ହୋଇଥିବା iQoo Neo ପରି। iQoo Neoକୁ ୮୪୫ ପ୍ରୋସେସର ସହ ଲଞ୍ଚ କରାଯାଇଥିବା ବେଳେ  iQoo Neo 855କୁ ସ୍ନାପଡ୍ରାଗନ୍ ୮୮୫ ପ୍ରୋସେସର ସହ ଲଞ୍ଚ୍‌ କରାଯାଇଛି। iQoo Neo 855କୁ  ୪ଟି ଭ୍ୟାରିୟାଣ୍ଟ ରହିଛି। Vivo iQoo Neo 855ର 6GB + 64GB ଭ୍ୟାରିୟାଣ୍ଟର ମୂଲ୍ୟ CNY 1,998 (ପାଖାପାଖି ୨୦ […]

ଆସିଲା ଭିଭୋର ନୂଆ ସ୍ମାର୍ଟ ଫୋନ୍, ନଭେମ୍ବରରୁ ବିକ୍ରି

mbile

Advertisment

ନୂଆଦିଲ୍ଲୀ: ଭିଭୋ ଏକ ନୂଆ ସ୍ମାର୍ଟଫୋନ୍‌ iQoo Neo 855 ଲଞ୍ଚ୍ କରିଛି। ଏହି ଫୋନ୍‌ଟି ପାଖାପାଖି ଚଳିତବର୍ଷ ଲଞ୍ଚ ହୋଇଥିବା iQoo Neo ପରି। iQoo Neoକୁ ୮୪୫ ପ୍ରୋସେସର ସହ ଲଞ୍ଚ କରାଯାଇଥିବା ବେଳେ  iQoo Neo 855କୁ ସ୍ନାପଡ୍ରାଗନ୍ ୮୮୫ ପ୍ରୋସେସର ସହ ଲଞ୍ଚ୍‌ କରାଯାଇଛି। iQoo Neo 855କୁ  ୪ଟି ଭ୍ୟାରିୟାଣ୍ଟ ରହିଛି।

Advertisment

Vivo iQoo Neo 855ର 6GB + 64GB ଭ୍ୟାରିୟାଣ୍ଟର ମୂଲ୍ୟ CNY 1,998 (ପାଖାପାଖି ୨୦ ହଜାର ଟଙ୍କା), 6GB + 128GB ଭ୍ୟାରିୟାଣ୍ଟର ମୂଲ୍ୟ CNY 2,298 (ପାଖାପାଖି ୨୩ ହଜାର ଟଙ୍କା), 8GB + 128GB ଭ୍ୟାରିୟାଣ୍ଟର ମୂଲ୍ୟ CNY 2,498 (ପାଖାପାଖି ୨୫ ହଜାର ଟଙ୍କା) ଓ 8GB + 256GB  ଭ୍ୟାରିୟାଣ୍ଟର ମୂଲ୍ୟ CNY 2,698 (ପାଖାପାଖି ୨୭ ହଜାର ଟଙ୍କା) ରଖିଛି। ଏହି ଫୋନ୍‌ର ବିକ୍ରି ନଭେମ୍ବର ୧ରୁ ଆରମ୍ଭ ହେବ।

publive-imageVivo iQoo Neo 855ର ଫିଚର୍:

ଡିସ୍‌ପ୍ଲେ ସାଇଜ୍‌: ୬.୩୮ ଇଞ୍ଚ୍

ଡିସ୍‌ପ୍ଲେ ଟାଇପ୍:  ଫୁଲ୍‌ ଏଚ୍‌ଡି, 1080x2340 ପିକ୍ସେଲ୍, ସୁପର AMOLED ଡିସ୍‌ପ୍ଲେ

Advertisment

ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍‌ 9 ପାଇ ବେସ୍ଡ Funtouch OS 9

ପ୍ରୋସେସର୍: 2.84GHz ଅକ୍ଟାକୋର କ୍ୱାଲକମ୍‌ ସ୍ନାପ୍‌ଡ୍ରାଗନ୍ 855 ୱିଥ୍ Adreno 640 GPU

ରାମ୍: 6 GB, 8GB

ଷ୍ଟୋରେଜ୍: 64 GB, 128 GB, 256 GB

କଲର ଅପ୍‌ସନ୍‌: ବ୍ଲାକ୍, ହ୍ୱାଇଟ୍ ଓ ବ୍ଲୁ

ରିୟର କ୍ୟାମେରା: 12 MP + 8MP + 2MP

ଫ୍ରଣ୍ଟ୍‌ କ୍ୟାମେରା: 16 MP

ବ୍ୟାଟେରୀ: 4420mAh ୱିଥ୍  33W ଫାଷ୍ଟ ଚାର୍ଜିଂ ସପୋର୍ଟ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe