Advertisment

ପୁରୀରୁ ମିଳିବ ପେଟ୍ରୋଲ!

ଚଳଚଞ୍ଚଳ ପୁରୀ ଜିଲ୍ଲାର ଗୋପ ବ୍ଲକ କୁସୁପୁରୁ ମୌଜା। କୁଶଭଦ୍ରା ନଦୀକୂଳ ବଣିଆ ସାହି ନିକଟରେ ଖୋଳାଯିବ ତିନିଟି ତେଲ କୂପ। ଖନନ ପାଇଁ ମୁମ୍ବାଇର ଘରୋଇ କମ୍ପାନୀର ପଦାଧିକାରୀ ପହଞ୍ଚିଛନ୍ତି। ପ୍ରଥମେ ଖନନ କରାଯାଇ ପରବର୍ତ୍ତୀ ସମୟରେ ଉନ୍ନତମାନର ମେସିନାରୀ ଦ୍ୱାରା ତୈଳ କୂପ ଖନନ କାର୍ଯ୍ୟ କରାଯିବ।

Puri Petrol Petroleum
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe