ଟେଲିକମ୍ ପରେ ଗ୍ରୋସରୀରେ ହଇଚଇ ସୃଷ୍ଟି କରିବ ରିଲାଏନ୍ସ!

ମୁମ୍ୱାଇ: ଟେଲିକମ୍ ଶିଳ୍ପରେ ରିଲାଏନ୍ସ ଜିଓ ହଇଚଇ ସୃଷ୍ଟି କରିବା ପରେ ଏବେ ଗ୍ରୋସରୀରେ ରିଲାଏନ୍ସ ଜିଓମାର୍ଟ ହଇଚଇ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି। ରିଲାଏନ୍ସ ଏବେ ହ୍ୱାଟସଆପ୍ ଜରିଆରେ ଗ୍ରୋସରୀ କିଣିବା ପ୍ରକ୍ରିୟା ପାଇଲଟ ପ୍ରକଳ୍ପ ଭାବରେ ଆରମ୍ଭ କରିଛି। ସବୁଠୁ ବଡ଼କଥା ହେଲା ଜିଓମାର୍ଟ ଏବେ କ୍ରେଡ଼ିଟ୍ ଲିମିଟ୍ ବା ଧାର ନେବା ରାଶି ଦୁଇ ଗୁଣା ବୃଦ୍ଧି କରୁଛି। ପ୍ରତ୍ୟେକ ଗ୍ରୋସରୀ ଦୋକାନର ଅର୍ଡର ଏବଂ ଦୋକାନ ପରିଚାଳନା ପାଇଁ ଏକ କାର୍ଯ୍ୟନିର୍ବାହୀ […]

JioMart

JioMart

Subhransu Sekhar
  • Published: Monday, 04 May 2020
  • Updated: 04 May 2020, 10:29 PM IST

Sports

Latest News

ମୁମ୍ୱାଇ: ଟେଲିକମ୍ ଶିଳ୍ପରେ ରିଲାଏନ୍ସ ଜିଓ ହଇଚଇ ସୃଷ୍ଟି କରିବା ପରେ ଏବେ ଗ୍ରୋସରୀରେ ରିଲାଏନ୍ସ ଜିଓମାର୍ଟ ହଇଚଇ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି। ରିଲାଏନ୍ସ ଏବେ ହ୍ୱାଟସଆପ୍ ଜରିଆରେ ଗ୍ରୋସରୀ କିଣିବା ପ୍ରକ୍ରିୟା ପାଇଲଟ ପ୍ରକଳ୍ପ ଭାବରେ ଆରମ୍ଭ କରିଛି। ସବୁଠୁ ବଡ଼କଥା ହେଲା ଜିଓମାର୍ଟ ଏବେ କ୍ରେଡ଼ିଟ୍ ଲିମିଟ୍ ବା ଧାର ନେବା ରାଶି ଦୁଇ ଗୁଣା ବୃଦ୍ଧି କରୁଛି। ପ୍ରତ୍ୟେକ ଗ୍ରୋସରୀ ଦୋକାନର ଅର୍ଡର ଏବଂ ଦୋକାନ ପରିଚାଳନା ପାଇଁ ଏକ କାର୍ଯ୍ୟନିର୍ବାହୀ ନିଯୁକ୍ତ କରିଛି। ଏହା କାର୍ଯ୍ୟନିର୍ବାହୀ  ଅଧିକାରୀ ରିଲାଏନ୍ସ ରିଟେଲ୍ ନେଟଓ୍ୱର୍କରୁ ନିଯୁକ୍ତ ହୋଇଛନ୍ତି।

ଏବେ ପାଇଲଟ ପ୍ରକଳ୍ପ ଭାବରେ ରିଲାଏନ୍ସ ନଭୀ ମୁମ୍ୱାଇରେ ଥିବା ଗ୍ରୋସରୀ ଦୋକାନରୁ ଆରମ୍ଭ ହୋଇଛି। ହେଲେ ଅର୍ଡର ହ୍ୱାଟସଆପ୍ ବଦଳରେ ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀ ଫୋନ୍ ଯୋଗେ ଅର୍ଡର ରଖୁଛନ୍ତି। ଏହାପରେ ଜିଓମାର୍ଟ ପ୍ରତି ଘରେ ଅର୍ଡର ପହଞ୍ଚାଉଛି। କିଛି ସ୍ଥାନରେ ଗ୍ରୋସରୀ ଦୋକାନୀ ନିଜେ ଅର୍ଡର ହୋମ୍ ଡେଲିଭରୀ କରୁଛନ୍ତି ନହେଲେ ଗ୍ରାହକ ନିଜେ ଯାଇ ଗ୍ରୋସରୀ ଦୋକାନରୁ ଅର୍ଡର ଆଣୁଛନ୍ତି।

ଜିଓମାର୍ଟ ଜରିଆରେ ଗ୍ରାହକଙ୍କ ପାଖରୁ ହ୍ୱାଟସଆପ ଜରିଆରେ ଅର୍ଡର ନେବାକୁ ଥିବା ଗ୍ରୋସରୀ ଦେକାନର ମାଲିକ ପ୍ରକାଶ କହିଛନ୍ତି, “ଜିଓମାର୍ଟର ଯୋଜନା ଅନୁଯାୟୀ ଡେଲିଭରୀ ଦାୟିତ୍ୱ ସେମାନଙ୍କର। ଲକଡାଉନ୍ ପରେ ଡେଲିଭରୀ ପ୍ରକ୍ରିୟା ଅତି ସରଳ ହୋଇଯିବ”।

ସୂଚନାଯୋଗ୍ୟ, ପ୍ରତି ଘରେ ରିଲାଏନ୍ସର ଜିଓମାର୍ଟ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ସୋଶାଲ ମିଡିଆ କିଙ୍ଗ ଫେସବୁକକୁ ନିଜ ରିଲାଏନ୍ସ ମାର୍ଟରେ ୧୦ ପ୍ରତିଶତ ଶେୟାର ବିକ୍ରି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story