Advertisment

ବିଜୁଙ୍କ ପରେ ମୋହନ ବସାଇବେ କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ !

କେନ୍ଦୁଝର ଗସ୍ତ ଅବସରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

author-image
Manoj Swain

ମୋହନ କରିବେ ଜିଲ୍ଲାକୁ ଶିଳ୍ପ ସମୃଦ୍ଧ, କେନ୍ଦୁଝରକୁ ଆସିବ ପସ୍କୋ । କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା । ସ୍ପଷ୍ଟ କଲେ ମୋହନ ଜେଏସଡବଲ୍ୟୁ ଓ ପସ୍କୋ ସହ ହୋଇଥିଲା ଆଲୋଚନା । କେନ୍ଦୁଝରରେ ପ୍ଲାଣ୍ଟ ହେବ ବୋଲି ସ୍ପଷ୍ଟ କରିଛି କଂପାନି । ବିଜୁ ବସାଇଥିଲେ କଳିଙ୍ଗ ଆଇରନ ୱାର୍କସ, ମୋହନ କରିବେ ଇସ୍ପାତ କାରଖାନା। ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Odisha Mohan Charan Majhi POSCO