ବିଜୁଙ୍କ ପରେ ମୋହନ ବସାଇବେ କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ! | Odisha Reporter
Advertisment
ମୋହନ କରିବେ ଜିଲ୍ଲାକୁ ଶିଳ୍ପ ସମୃଦ୍ଧ, କେନ୍ଦୁଝରକୁ ଆସିବ ପସ୍କୋ । କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା । ସ୍ପଷ୍ଟ କଲେ ମୋହନ ଜେଏସଡବଲ୍ୟୁ ଓ ପସ୍କୋ ସହ ହୋଇଥିଲା ଆଲୋଚନା । କେନ୍ଦୁଝରରେ ପ୍ଲାଣ୍ଟ ହେବ ବୋଲି ସ୍ପଷ୍ଟ କରିଛି କଂପାନି । ବିଜୁ ବସାଇଥିଲେ କଳିଙ୍ଗ ଆଇରନ ୱାର୍କସ, ମୋହନ କରିବେ ଇସ୍ପାତ କାରଖାନା। ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us