Advertisment

ଆସିଲା ଏଲ୍‌ଜିର ନୂଆ ସ୍ମାର୍ଟଫୋନ୍‌ G7ThinQ

ନୂଆଦିଲ୍ଲୀ:  ଏଲ୍‌ଜି ଇଲୋକ୍ଟ୍ରୋନିକ୍ସ ସୋମବାର ଏକ ନୂଆ ସ୍ମାର୍ଟଫୋନ୍‌ ଲଞ୍ଚ କରିଛି। ଫୋନ୍‌ର ନାଁ  G7 ThinQ। ଏହି ସ୍ମାର୍ଟଫୋନ୍‌ ଫ୍ଲିପ୍‌କାର୍ଟରେ ଉପଲବ୍ଧ ହେଉଛି। ଫୋନ୍‌ର ଦାମ୍‌ ୩୯,୯୯୦ଟଙ୍କା ରହିଛି। ଫୋନ୍‌ର ବିଶେଷତ୍ୱ- ଏହି ଫୋନ୍‌ରେ ୬ଜିବି ରାମ୍‌ ଏବଂ ୧୨୮ଜିବି ଇଣ୍ଟରନାଲ୍‌ ଷ୍ଟୋରେଜ୍ ରହିଛି। ୬.୧ର ଏଚ୍‌ଡି ଡିସ୍ପ୍ଲେ ରହିଛି। ଏଥିରେ ୧୬ମେଗାପିକ୍ସେଲର ବ୍ୟାକ୍ କ୍ୟାମେରା ଏବଂ ୮ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି। ଡୁଆଲ୍‌ ସିମ୍‌ ସହ ୱାରଲେସ୍‌ ଚାର୍ଜିଂର ସୁବିଧା ମଧ୍ୟ ଦିଆଯାଇଛି। ଏହି […]

ଆସିଲା ଏଲ୍‌ଜିର ନୂଆ ସ୍ମାର୍ଟଫୋନ୍‌ G7ThinQ

phone

Advertisment

ନୂଆଦିଲ୍ଲୀ:  ଏଲ୍‌ଜି ଇଲୋକ୍ଟ୍ରୋନିକ୍ସ ସୋମବାର ଏକ ନୂଆ ସ୍ମାର୍ଟଫୋନ୍‌ ଲଞ୍ଚ କରିଛି। ଫୋନ୍‌ର ନାଁ  G7 ThinQ। ଏହି ସ୍ମାର୍ଟଫୋନ୍‌ ଫ୍ଲିପ୍‌କାର୍ଟରେ ଉପଲବ୍ଧ ହେଉଛି। ଫୋନ୍‌ର ଦାମ୍‌ ୩୯,୯୯୦ଟଙ୍କା ରହିଛି।

Advertisment

publive-imageଫୋନ୍‌ର ବିଶେଷତ୍ୱ-

ଏହି ଫୋନ୍‌ରେ ୬ଜିବି ରାମ୍‌ ଏବଂ ୧୨୮ଜିବି ଇଣ୍ଟରନାଲ୍‌ ଷ୍ଟୋରେଜ୍ ରହିଛି। ୬.୧ର ଏଚ୍‌ଡି ଡିସ୍ପ୍ଲେ ରହିଛି। ଏଥିରେ ୧୬ମେଗାପିକ୍ସେଲର ବ୍ୟାକ୍ କ୍ୟାମେରା ଏବଂ ୮ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି। ଡୁଆଲ୍‌ ସିମ୍‌ ସହ ୱାରଲେସ୍‌ ଚାର୍ଜିଂର ସୁବିଧା ମଧ୍ୟ ଦିଆଯାଇଛି।

ଏହି ସ୍ମାର୍ଟଫୋନ୍‌ରେ ପାୱାର ବ୍ୟାଙ୍କ ଫିଚର ଲିଷ୍ଟ ସ୍ମାର୍ଟଫୋନ୍‌ର ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଟେକ୍‌ନିକ୍‌ ସହ ସାମିଲ୍‌ କରାଯାଇଛି, ଯାହା ଗ୍ରାହକ ମାନଙ୍କ ପାଇଁ ଟାଇମ୍‌ ଏନ୍‌ଗେଜ୍‌ମଣ୍ଟର ସ୍ତର ବଢାଇବ।

Advertisment

ଏହି ସ୍ମାର୍ଟଫୋନ୍‌ରେ ୧୯ଟି ଶୁଟିଂ ମୋଡ୍‌ ଦିଆଯାଇଛି। ତେଣୁ ଫଟୋ ଉଠାଇବା ସମୟରେ ଲୋକମାନଙ୍କ ପାଇଁ ବିଭିନ୍ନ ବିକଳ୍ପ ରହିବ। ଏଥିସହ ଏଥିରେ ଥିବା ଲୋ-ଲାଇଟ୍‌ ମୋଡ୍ ମୋବାଇଲ୍‌ ବ୍ୟବହାରକାରୀଙ୍କ ପାଇଁ ବେଶ୍‌ ଉପଯୋଗୀ ରହିବ।

ଫୋନ୍‌ଟି କଳା, ଗ୍ରେ ଏବଂ ନୀଳ ରଙ୍ଗରେ ଉପଲବ୍ଧ ହେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe