ଭାରତକୁ ପଛରେ ପକାଇଛି ଓଡ଼ିଶା !

ପୁରୁଷଙ୍କ ମଦ୍ୟପାନ ହାର: ଦେଶରେ 18.8% ଥିବାବେଳେ ରାଜ୍ୟରେ ରହିଛି 28.8% ।

Manoj Swain
  • Published: Friday, 15 December 2023
  • Updated: 15 December 2023, 11:17 AM IST

Sports

Latest News

ମଦ୍ୟପାନରେ ଭାରତକୁ ପଛରେ ପକାଇ ଆଗେଇ ଯାଉଛି ଓଡ଼ିଶା। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ 2019ରୁ 2021 ଭିତରେ ହୋଇଥିବା ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ-5ରୁ ଏଭଳି ତଥ୍ୟ ପଦାକୁ ଆସିଛି। ପୁରୁଷଙ୍କ ମଦ୍ୟପାନ ହାର: ଦେଶରେ 18.8% ଥିବାବେଳେ ରାଜ୍ୟରେ ରହିଛି 28.8% । ସେହିଭଳି ମହିଳାଙ୍କ ମଦ୍ୟପାନ ହାର: ଦେଶରେ 1.3% ଥିବାବେଳେ ରାଜ୍ୟରେ ରହିଛି 4.3% ପ୍ରତିଶତ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos