Advertisment

ଭାରତକୁ ପଛରେ ପକାଇଛି ଓଡ଼ିଶା !

ପୁରୁଷଙ୍କ ମଦ୍ୟପାନ ହାର: ଦେଶରେ 18.8% ଥିବାବେଳେ ରାଜ୍ୟରେ ରହିଛି 28.8% ।

Advertisment

ମଦ୍ୟପାନରେ ଭାରତକୁ ପଛରେ ପକାଇ ଆଗେଇ ଯାଉଛି ଓଡ଼ିଶା। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ 2019ରୁ 2021 ଭିତରେ ହୋଇଥିବା ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ-5ରୁ ଏଭଳି ତଥ୍ୟ ପଦାକୁ ଆସିଛି। ପୁରୁଷଙ୍କ ମଦ୍ୟପାନ ହାର: ଦେଶରେ 18.8% ଥିବାବେଳେ ରାଜ୍ୟରେ ରହିଛି 28.8% । ସେହିଭଳି ମହିଳାଙ୍କ ମଦ୍ୟପାନ ହାର: ଦେଶରେ 1.3% ଥିବାବେଳେ ରାଜ୍ୟରେ ରହିଛି 4.3% ପ୍ରତିଶତ। 

Advertisment
Bhubaneswar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe