୨୫ ଟଙ୍କା ବଢ଼ିଲା ରୋଷେଇ ଗ୍ୟାସର ଦାମ

ନୂଆଦିଲ୍ଲୀ: ବଢ଼ିଲା ରୋଷେଇ ଗ୍ୟାସ୍‌ ଦର। ସିଲିଣ୍ଡର ପିଛା ୨୫ ଟଙ୍କା ୫୦ ପଇସା ଲେଖାଏଁ ବଢ଼ାଇଛନ୍ତି ତୈଳ କମ୍ପାନୀ। ତେବେ ଏହା ଅଣ ସବସିଡି ରୋଷେଇ ଗ୍ୟାସ କ୍ଷେତ୍ରରେ ଲାଗୁ ହେବ। ଦର ବଢ଼ିବା ପରେ ଅଣ ସବସିଡି ଏଲପିଜି ସିଲିଣ୍ଡରର (୧୪.୨ କିଲୋଗ୍ରାମ) ଦାମ ୮୩୪.୫୦ ପଇସା ହୋଇଛି। ଦିଲ୍ଲୀ ଏବଂ ମୁମ୍ୱାଇରେ ସିଲିଣ୍ଡରର ଦାମ ୮୩୪ ଟଙ୍କା ୫୦ ପଇସା ରହିଛି। ଜୁନ୍ ୧ ଓ ମେ ୧ରେ ଏହି ସିଲିଣ୍ଡରର ଦାମ […]

lpg

lpg

Subhransu Sekhar
  • Published: Thursday, 01 July 2021
  • Updated: 02 July 2021, 01:00 PM IST

Sports

Latest News

ନୂଆଦିଲ୍ଲୀ: ବଢ଼ିଲା ରୋଷେଇ ଗ୍ୟାସ୍‌ ଦର। ସିଲିଣ୍ଡର ପିଛା ୨୫ ଟଙ୍କା ୫୦ ପଇସା ଲେଖାଏଁ ବଢ଼ାଇଛନ୍ତି ତୈଳ କମ୍ପାନୀ। ତେବେ ଏହା ଅଣ ସବସିଡି ରୋଷେଇ ଗ୍ୟାସ କ୍ଷେତ୍ରରେ ଲାଗୁ ହେବ।

ଦର ବଢ଼ିବା ପରେ ଅଣ ସବସିଡି ଏଲପିଜି ସିଲିଣ୍ଡରର (୧୪.୨ କିଲୋଗ୍ରାମ) ଦାମ ୮୩୪.୫୦ ପଇସା ହୋଇଛି। ଦିଲ୍ଲୀ ଏବଂ ମୁମ୍ୱାଇରେ ସିଲିଣ୍ଡରର ଦାମ ୮୩୪ ଟଙ୍କା ୫୦ ପଇସା ରହିଛି। ଜୁନ୍ ୧ ଓ ମେ ୧ରେ ଏହି ସିଲିଣ୍ଡରର ଦାମ ୮୦୯ ଟଙ୍କା ଥିଲା। ସେହିପରି କୋଲକାତାରେ ଏହାର ଦାମ ୮୩୫.୫୦ ପଇସା ରହିଥିବା ବେଳେ ଚେନ୍ନାଇରେ ଏହାର ଦାମ ୮୫୦.୫୦ ପଇସା ରହିଛି।

ଆହୁରି ପଢ଼ନ୍ତୁ : ଲୋକଙ୍କୁ ମହଙ୍ଗା ମାଡ଼, ୨ ଟଙ୍କା ବଢ଼ିଲା ଅମୁଲ କ୍ଷୀରର ଦାମ

ବିଗତ ୬ ମାସ ମଧ୍ୟରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ଦାମ ୧୪୦ ଟଙ୍କା ବଢ଼ିଥିବା ବେଳେ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ଦାମ ୭୬ ଟଙ୍କା ବଢ଼ିଛି। ଦେଶରେ ପେଟ୍ରୋଲ ଦର ଶହେ ଟପିଥିବା ବେଳେ ଡିଜେଲ ଦର ଶହେ ତଳେ ରହିଛି। ତେଲ ଦର ବଢ଼ିବାରୁ ପରିବହନ ଦର ବଢ଼ିବାରୁ ଖାଦ୍ୟ ସାମଗ୍ରୀର ଦାମ୍‌ ମଧ୍ୟ ବଢ଼ିଛି। ଏହାରି ଭିତରେ ରୋଷେଇ ଗ୍ୟାସ ଦର ବୃଦ୍ଧି ଖାଉଟିଙ୍କ ପାଇଁ ବୋଝ ଉପରେ ଲଳିତା ବିଡ଼ା ସାବ୍ୟସ୍ତ ହୋଇଛି।

ସେହିପରି ବିମାନ ଚଳାଇବା ପାଇଁ ବ୍ୟବହାର ହେଉଥିବା ଆଭିଏସନ ଟରବାଇନ ଫୁଏଲ (ଏଟିଏଫ) ଦର ୨,୩୫୪ ଟଙ୍କା/କେଏଲ ପିଛା ବଢ଼ିଛି। ଏବେ ଦିଲ୍ଲୀରେ ଏହି ଦର ୬୮ ହଜାର ୨୬୨ ଟଙ୍କା/କେଏଲ ରହିଛି।ସୂଚନାଯୋଗ୍ୟ, ତୈଳ କମ୍ପାନୀ ମାନେ ବର୍ଷକୁ ୧୨ଟି ସିଲିଣ୍ଡର ଘର ପିଛା ଦେଉଛନ୍ତି। ଏହାପରେ ସିଲିଣ୍ଡର ନେଲେ ଅଣ ସବସିଡି ସିଲିଣ୍ଡର ନେବାକୁ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story