୨୦୨୦ ତୁଳନାରେ ୬୫% ଅଧିକ ଜିଏସ୍‌ଟି ସଂଗ୍ରହ, ମେ’ ମାସର ତଥ୍ୟ ଜାଣନ୍ତୁ

ନୂଆଦିଲ୍ଲୀ: ଚଳିତ ବର୍ଷ ମେ’ ମାସରେ କେନ୍ଦ୍ର ସରକାର ଜିଏସ୍‌ଟି ରାଜସ୍ୱ ବାବଦରେ ୧,୦୨,୭୦୯ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ମହାମାରୀ କରୋନା ସଂକ୍ରମଣ ସତ୍ତ୍ୱେ କ୍ରମାଗତ ୮ମ ମାସ ପାଇଁ ଜିଏସ୍‌ଟି ସଂଗ୍ରହ ୧ ଲକ୍ଷ କୋଟି ଉପରେ ରହିଛି। ସେହିପରି ୨୦୨୦ରେ ସଂଗୃହୀତ ହୋଇଥିବା ଜିଏସଟି ରାଜସ୍ୱ ତୁଳନାରେ  ମେ’ ମାସରେ ଅଧିକ ୬୫% ଅର୍ଥ ସଂଗ୍ରହ ହୋଇଛି। ତେବେ ଆମେ ଯଦି ମାସିକିଆ ଜିଏସ୍‌ଟି ସଂଗ୍ରହ କଥା ବିଚାରକୁ ନେବା, ତା’ହେଲେ ଏଥିରେ […]

GST

GST

Hemant Lenka
  • Published: Saturday, 05 June 2021
  • Updated: 06 June 2021, 02:50 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବର୍ଷ ମେ’ ମାସରେ କେନ୍ଦ୍ର ସରକାର ଜିଏସ୍‌ଟି ରାଜସ୍ୱ ବାବଦରେ ୧,୦୨,୭୦୯ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ମହାମାରୀ କରୋନା ସଂକ୍ରମଣ ସତ୍ତ୍ୱେ କ୍ରମାଗତ ୮ମ ମାସ ପାଇଁ ଜିଏସ୍‌ଟି ସଂଗ୍ରହ ୧ ଲକ୍ଷ କୋଟି ଉପରେ ରହିଛି। ସେହିପରି ୨୦୨୦ରେ ସଂଗୃହୀତ ହୋଇଥିବା ଜିଏସଟି ରାଜସ୍ୱ ତୁଳନାରେ  ମେ’ ମାସରେ ଅଧିକ ୬୫% ଅର୍ଥ ସଂଗ୍ରହ ହୋଇଛି।

ତେବେ ଆମେ ଯଦି ମାସିକିଆ ଜିଏସ୍‌ଟି ସଂଗ୍ରହ କଥା ବିଚାରକୁ ନେବା, ତା’ହେଲେ ଏଥିରେ ହ୍ରାସ ଘଟିଛି। ଏପ୍ରିଲ ୨୦୨୧ରେ ସର୍ବାକାଳୀନ ରେକର୍ଡ ୧.୪୧ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଥିଲା। ହେଲେ ମେ’ ମାସରେ ଏହା ହ୍ରାସ ପାଇଛି।

ସରକାର ଜାରି କରିଥିବା ତଥ୍ୟ ଅନୁଯାୟୀ, ମେ’ ମାସରେ ଆଇଜିଏସଟି ବାବଦରେ ୫୩,୧୯୯ କୋଟି ଟଙ୍କା ସଂଗ୍ରହ କରାଯାଇଛି। ଏହା ମଧ୍ୟରେ ଆମଦାନୀ ଦ୍ରବ୍ୟରୁ ସଂଗୃହୀତ ୨୬,୦୦୨ କୋଟିର ଆଇଜିଏସ୍‌ଟି ରହିଛି। କେନ୍ଦ୍ରୀୟ ଜିଏସଟି ଏହି ସମୟସୀମା ମଧ୍ୟରେ ୧୭,୫୯୨ କୋଟି ରହିଛି। ରାଜ୍ୟର ଜିଏସଟି ପରିମାଣ ୨୨,୬୫୩ କୋଟି।

ଅନ୍ୟପକ୍ଷରେ ଚଳିତ ବର୍ଷ ମେ’ ମାସରେ ସେସ୍ ବାବଦରେ ୯,୨୬୫ କୋଟି ଟଙ୍କା ଆଦାୟ କରାଯାଇଛି। ଏହା ମଧ୍ୟରେ ଆମଦାନୀ ହୋଇଥିବା ଦ୍ରବ୍ୟଗୁଡ଼ିକ ଠାରୁ ୮୬୮ କୋଟି ଟଙ୍କାର ସେସ୍‌ ସଂଗ୍ରହ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story