hyundai
ଭୁବନେଶ୍ୱର: ଭୁବନେଶ୍ୱର ବଜାରକୁ ଆସିଗଲା ହ୍ୟୁଣ୍ଡାଇର ବହୁ ପ୍ରତୀକ୍ଷିତ ୪ ଚକିଆ କାର ଆଲକାଜାର। ଯାହାର ଶୁଭ ଉନ୍ମୋଚନ ଆଜି କମ୍ପାନୀର ଜେନେରାଲ ମ୍ୟାନେଜର ଅଜିତ କୁମାର ଆଚାର୍ଯ୍ୟଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି । ଏହି ସମୟରେ କୋଭିଡ ଗାଇଡ୍ ଲାଇନ ସଠିକ୍ ଭାବେ ପାଳନ କରାଯାଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏସୟୁଭି ବର୍ଗର ଉନ୍ମୋଚିତ ଏହି ଗାଡ଼ି ଉଭୟ ପେଟ୍ରୋଲ ଓ ଡିଜେଲ ଇଞ୍ଜିନରେ ଉପଲବ୍ଧ ହୋଇଛି, ଯାହାକି ଉଭୟ ୬ ଓ ୭ ସିଟ ବିଶିଷ୍ଟ ଅଟେ। ଏହା ସହିତ ଏହି ଗାଡ଼ି ତିନୋଟି ବର୍ଗରେ ଯଥା ସିଗନେଚର, ପ୍ଲାଟିନମ ଓ ପ୍ରେଷ୍ଟିଜ ଭାରିଏଣ୍ଟ।
ଭୁବନେଶ୍ୱରର ତମାଣ୍ଡୋ, ୟୁନିଟ ୪, ଲୁଇସ ରୋଡ୍ ଓ ଉତ୍ତର ଛକରେ ଥିବା କମ୍ପାନୀର ଶୋରୁମରେ ଉପଲବ୍ଧ ଅଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/06/hyundai.jpg)