ମାଡ଼ି ଚାଲିଛି ମହାମାରୀ, ବଢ଼ି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: କ୍ରମାଗତ ଚତୁର୍ଥ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି। ଚାରି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ଶେଷ ହେବା ପରେ ତେଲ ଦର ପ୍ରତିଦିନ ବଢ଼ି ଚାଲିଛି। ସ୍ଥିତି ଏମିତି ଯେ କରୋନା ସଂକ୍ରମଣ ଭଳି ଏବେ ପ୍ରତିଦିନ ତେଲ ଦର ଉପର ମୁହାଁ ରହିଛି। କରୋନା ସଂକ୍ରମଣ ପାଇଁ ବିଭିନ୍ନ ରାଜ୍ୟରେ ଲକଡାଉନ, ଶଟଡାଉନ ଆଦି ଲାଗୁ ହୋଇଥିବାରୁ ଲୋକଙ୍କ ରୋଜଗାର କମିବା ସହ ଅନେକ […]

petrol-diesel-price

petrol-diesel-price

Subhransu Sekhar
  • Published: Friday, 07 May 2021
  • Updated: 07 May 2021, 08:06 AM IST

Sports

Latest News

ନୂଆଦିଲ୍ଲୀ: କ୍ରମାଗତ ଚତୁର୍ଥ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି। ଚାରି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ଶେଷ ହେବା ପରେ ତେଲ ଦର ପ୍ରତିଦିନ ବଢ଼ି ଚାଲିଛି। ସ୍ଥିତି ଏମିତି ଯେ କରୋନା ସଂକ୍ରମଣ ଭଳି ଏବେ ପ୍ରତିଦିନ ତେଲ ଦର ଉପର ମୁହାଁ ରହିଛି। କରୋନା ସଂକ୍ରମଣ ପାଇଁ ବିଭିନ୍ନ ରାଜ୍ୟରେ ଲକଡାଉନ, ଶଟଡାଉନ ଆଦି ଲାଗୁ ହୋଇଥିବାରୁ ଲୋକଙ୍କ ରୋଜଗାର କମିବା ସହ ଅନେକ ରୋଜଗାର ହରାଇଛନ୍ତି। ଅନ୍ୟପଟେ ତେଲ ଦର ବୃଦ୍ଧିର ପ୍ରଭାବ ବିଭିନ୍ନ ସାମଗ୍ରୀ ଉପରେ ପଡ଼ିବାରୁ ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ସାମଗ୍ରୀର ତେଲ ଦର ବୃଦ୍ଧି ପାଇଛି। ଯାହାକି ଲୋକଙ୍କ ପାଇଁ ବେଡି ଉପରେ କୋରଡ଼ା ମାଡ଼ ସଦୃଶ ପାଲଟିଛି।

ଶୁକ୍ରବାର (ମେ ୭)ରେ ପେଟ୍ରୋଲ ଲିଟର ପିଛା ୨୮ ପଇସା ଏବଂ ଡିଜେଲ ୩୧ ପଇସା ବୃଦ୍ଧି ପାଇଛି। ଏହା ପୂର୍ବରୁ ଗୁରୁବାର (ମେ ୬) ପେଟ୍ରୋଲ ଲିଟର ପିଛା ୫୨ ପଇସା, ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଥିଲା।

ସେହିପରି ବୁଧବାର(ମେ ୫)ରେ  ପେଟ୍ରୋଲ ଲିଟର ପିଛା ୧୯ ପଇସା ଏବଂ ଡିଜେଲ ଲିଟର ପିଛା ୨୧ ପଇସା ବୃଦ୍ଧି ପାଇଥିବା ବେଳେ ମଙ୍ଗଳବାର (ମେ ୪)ରେ ପେଟ୍ରୋଲ ୧୫ ପଇସା ଏବଂ ଡିଜେଲରେ ୧୬ ପଇସା ବୃଦ୍ଧି ପାଇଥିଲା। ମୋଟ୍ ଚାରି ଦିନରେ ପେଟ୍ରୋଲ ୧ ଟଙ୍କା ୧୪ ପଇସା ବଢ଼ିଥିବା ବେଳେ ଡିଜେଲ ୯୮ ପଇସା ବୃଦ୍ଧି ପାଇଛି।

ଏବେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୯୦.୯୯ ପଇସା ରହିଥିବା ବେଳେ ଡିଜେଲ ଦର ୮୧.୪୨ ପଇସା ରହିଛି। ସେହିପରି ମୁମ୍ୱାଇରେ ପେଟ୍ରୋଲ ୯୭.୬୧ ପଇସା ଏବଂ ଡିଜେଲ ୮୮.୮୨ ପଇସା, ଚେନ୍ନାଇରେ ପେଟ୍ରୋଲ ୯୩.୧୫ ପଇସା ଏବଂ ଡିଜେଲ ୮୬.୬୫ ପଇସା ଏବଂ କୋଲକାତାରେ ପେଟ୍ରୋଲ ୯୧.୪୧ ପଇସା ଓ ଡିଜେଲ ୮୪.୫୭ ପଇସା ରହିଛି।

ପେଟ୍ରୋଲ ମୂଲ୍ୟରେ ୬୦ ପ୍ରତିଶତ କେନ୍ଦ୍ରୀୟ ଏକ୍ସାଇଜ୍ ଏବଂ ରାଜ୍ୟ ଟ୍ୟାକ୍ସର ଅଂଶ ରହିଛି। ସେହିପରି ଡିଜେଲରେ ଏହା ୫୪ ପ୍ରତିଶତ ରହିଛି। ପେଟ୍ରୋଲ ଉପରେ କେନ୍ଦ୍ରୀୟ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୩୨.୯୦ ଟଙ୍କା ଥିବାବେଳେ ଡିଜେଲରେ ଏହା ଲିଟର ପିଛା ୩୧.୮୦ ଟଙ୍କା ରହିଛି।

ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ ଅଶୋଧିତ ମୂଲ୍ୟ ଏବଂ ବୈଦେଶିକ ମୁଦ୍ରା ମୂଲ୍ୟ ଆଧାରରେ ଏହି ଦର ସ୍ଥିର କରାଯାଏ। ବିଶ୍ୱରେ ଏବେ ଅଶୋଧିତ ତେଲର ମୂଲ୍ୟ ବ୍ୟାରେଲ ପିଛା ୬୬ – ୬୭ ଡଲାରରୁ ବୃଦ୍ଧି ପାଇ ବୁଧବାର ବ୍ୟାରେଲ ପିଛା ୬୯ ଡଲାର ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story