Advertisment

ବଢ଼ିଲା ତେଲ ଦର, ୧୧୦ ଟଙ୍କା ପାଖାପାଖି ପହଞ୍ଚିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ:  ଆଜି ଅନ୍ତର୍ଜାତୀୟ ବଜାରରେ ତେଲର ଦାମ ବ୍ୟାରେଲ ପିଛା ୭୫ ଡଲାର ଟପିଛି। ବିଗତ ଦୁଇ ବର୍ଷ ମଧ୍ୟରେ ଏହି ଦର ସର୍ବାଧିକ ହୋଇଛି। ଅଶୋଧିତ ତେଲର ଦାମ ବଢ଼ିବାର ପ୍ରଭାବ ଏବେ ଘରୋଇ ବଜାରରେ ପଡ଼ିଛି। ଯେଉଁଥିପାଇଁ ଆଜି ପେଟ୍ରୋଲ ଲିଟର ପିଛା ୨୬ ପଇସା ଏବଂ ଡିଜେଲ ଲିଟର ପିଛା  ପଇସା ବଢ଼ିଛି। ବର୍ଦ୍ଦିତ ଦର ସହିତ ଏବେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୭.୭୬ ପଇସା ହୋଇଥିବା ବେଳେ ଡିଜେଲ ୮୬.୩୦ […]

ଅଦ୍ୟତନ ହୋଇଛି
ରେକର୍ଡ ସ୍ତରରେ ପହଞ୍ଚିଲା ତୈଳଦର, ଆଉ ଗୋଟିଏ ରାଜ୍ୟରେ ପେଟ୍ରୋଲ ୧୦୦ ଟଙ୍କା ଟପିଲା

petrol

Advertisment

ନୂଆଦିଲ୍ଲୀ:  ଆଜି ଅନ୍ତର୍ଜାତୀୟ ବଜାରରେ ତେଲର ଦାମ ବ୍ୟାରେଲ ପିଛା ୭୫ ଡଲାର ଟପିଛି। ବିଗତ ଦୁଇ ବର୍ଷ ମଧ୍ୟରେ ଏହି ଦର ସର୍ବାଧିକ ହୋଇଛି। ଅଶୋଧିତ ତେଲର ଦାମ ବଢ଼ିବାର ପ୍ରଭାବ ଏବେ ଘରୋଇ ବଜାରରେ ପଡ଼ିଛି। ଯେଉଁଥିପାଇଁ ଆଜି ପେଟ୍ରୋଲ ଲିଟର ପିଛା ୨୬ ପଇସା ଏବଂ ଡିଜେଲ ଲିଟର ପିଛା  ପଇସା ବଢ଼ିଛି। ବର୍ଦ୍ଦିତ ଦର ସହିତ ଏବେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୭.୭୬ ପଇସା ହୋଇଥିବା ବେଳେ ଡିଜେଲ ୮୬.୩୦ ପଇସା ହୋଇଛି।

Advertisment

ମେ ୪ ପାଖରୁ ସାରା ଦେଶରେ ଏଯାବତ ଡିଜେଲ ଦର ୭.୫୨ ପଇସା ଲିଟର ପିଛା ବୃଦ୍ଧି ହୋଇଥିବା ବେଳେ ପେଟ୍ରୋଲ ଲିଟ ପିଛା ୭.୪୪ ପଇସା ବୃଦ୍ଧି ପାଇଛି। ଏବେ ୮ଟି ରାଜ୍ୟ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଜମ୍ମୁ କଶ୍ମୀର ଏବଂ ଲଦାଖରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି। ମେଟ୍ରୋ ସହର ମୁମ୍ୱାଇ, ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ଟପିଛି।

ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ପେଟ୍ରେଲ ଦର ଲିଟର ପିଛା ୧୦୮.୯୪ ପଇସା ଛୁଇଁଥିବା ବେଳେ ମଧ୍ୟପ୍ରଦେଶର ଅନୁପପୁରରେ ୧୦୮.୫୬ ପଇସା, ରିବାରେ ୧୦୮.୨ ପଇସା, ଇନ୍ଦୋରରେ ୧୦୬.୦୬ ପଇସା, ଭେପାଳରେ ୧୦୫.୯୯ ପଇସା, ପରଭଣିରେ ୧୦୪.୯୮ ପଇସା, ଜୟପୁରରେ ୧୦୪.୪୪ ପଇସା, ମୁମ୍ୱାଇରେ ୧୦୩.୮୯ ପଇସା, ବେଙ୍ଗାଲୁରୁରେ ୧୦୧.୦୩ ପଇସା ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe