ପେଟ୍ରୋଲ, ଡିଜେଲକୁ ଜିଏସଟି ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟ କାହିଁକି ଦେଉନି ପ୍ରସ୍ତାବ?

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର): ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପ୍ରତିବାଦ ଦେଖିବାକୁ ମିଳିଛି।  ହେଲେ ଏଯାବତ ଏହାକୁ ନେଇ ମୁହଁ ଖୋଲି ନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତିକଥାରେ କେନ୍ଦ୍ରକୁ ଚିଠି ଲେଖୁଥିବା ନବୀନ କିନ୍ତୁ ଏଯାବତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତେଲ ଦର ବୃଦ୍ଧି ପ୍ରସଙ୍ଗରେ ଫୋନ କରିବା କି ଚିଠି ଲେଖିଥିବାର ନଜିର ନାହିଁ। ଫେବୃଆରୀ ମାସରେ ଏଯାବତ ପେଟ୍ରୋଲ ଦାମ ୪.୬୩ ପଇସା ଲିଟର […]

Dharmendra-pradhan-on-petro

Dharmendra-pradhan-on-petro

Subhransu Sekhar
  • Published: Thursday, 25 February 2021
  • Updated: 25 February 2021, 08:09 PM IST

Sports

Latest News

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର): ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପ୍ରତିବାଦ ଦେଖିବାକୁ ମିଳିଛି।  ହେଲେ ଏଯାବତ ଏହାକୁ ନେଇ ମୁହଁ ଖୋଲି ନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତିକଥାରେ କେନ୍ଦ୍ରକୁ ଚିଠି ଲେଖୁଥିବା ନବୀନ କିନ୍ତୁ ଏଯାବତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତେଲ ଦର ବୃଦ୍ଧି ପ୍ରସଙ୍ଗରେ ଫୋନ କରିବା କି ଚିଠି ଲେଖିଥିବାର ନଜିର ନାହିଁ।

ଫେବୃଆରୀ ମାସରେ ଏଯାବତ ପେଟ୍ରୋଲ ଦାମ ୪.୬୩ ପଇସା ଲିଟର ପିଛା ବଢ଼ିଥିବା ବେଳେ ଡିଜେଲ ଲିଟର ପିଛା ୪.୮୪ ପଇସା ବଢ଼ିଛି। ସେହିଭଳି ୨୦୨୧ରେ ଏଯାବତ ଦୁଇ ମାସରେ ପେଟ୍ରୋଲ ୭.୨୨ ପଇସା ଏବଂ ଡିଜେଲ ୭.୪୫ ପଇସା ବଢ଼ିଛି।

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ ପେଟ୍ରୋଲ ଉପରେ ସର୍ବାଧିକ ଟିକସ ମଣିପୁରରେ ୩୬.୫୦ ପ୍ରତିଶତ ଥିବା ବେଳେ ରାଜସ୍ଥାନରେ ୩୬ ପ୍ରତିଶତ ଏବଂ କର୍ଣ୍ଣାଟକରେ ୩୫ ପ୍ରତିଶତ ରହିଛି। ଓଡ଼ିଶା ପେଟ୍ରୋଲରେ ୩୨ ପ୍ରତିଶତ ଏବଂ ଡିଜେଲରେ ୨୮ ପ୍ରତିଶତ ଟିକସ ନେଉଥିବା  ପେଟ୍ରେୋଲ ପ୍ଲାନିଂ ଆଣ୍ଡ ଆନାଲାସିସି ସେଲର ଫେବୃଆରୀ ମାସର ରିପେୋର୍ଟରୁ ଜଣାପଡ଼ିଛି।

ତେଲ ଦରର ଦାମ ଯାହା ସେଥିମଧ୍ୟରୁ ରାଜ୍ୟ ଏବଂ କେନ୍ଦ୍ର ସରକାରର ଟିକସ ପାଖାପାଖି ୭୦ ପ୍ରତିଶତ ନେଉଛନ୍ତି। ବିଭିନ୍ନ ଦେଶ ତୁଳନାରେ ଭାରତରେ ତେଲରୁ ସର୍ବାଧିକ ଟିକସ ଆଦାୟ କରୁଛନ୍ତି ଆମ ଦେଶର କେନ୍ଦ୍ର ଓ ରାଜ୍ୟ ସରକାର। ତେଲରୁ ମିଳୁଥିବା ଟିକସ ପଇସା ରାଜ୍ୟ ସରକାରଙ୍କ ପାଇଁ କାମଧେନୁ ସଦୃଶ। ଏହାରି ଭିତରେ ବିଭିନ୍ନ ରାଜ୍ୟ ଟିକସ କମାଇଛନ୍ତି। ହେଲେ ଏଯାବତ ଓଡ଼ିଶା କି କେନ୍ଦ୍ର ସରକାର ଟିକସ କମାଇ ନାହାନ୍ତି।

ଅନ୍ୟପଟେ ତେଲ ଦର ଉପରେ ରୋକ୍ ଲଗାଇବା ପାଇଁ ଜିଏସଟି ପରିସରଭୁକ୍ତ ଉପରେ ଜୋର ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ନିକଟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ଧର୍ମେନ୍ଦ୍ର ଜିଏସଟି ପରିସରଭୁକ୍ତ ହେବା କଥା କହିଥିଲେ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଦର କମାଇବା ପାଇଁ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହା ଜିଏସଟି ପରିସରଭୁକ୍ତ ପାଇଁ ସେ ପରୋକ୍ଷରେ ଇଙ୍ଗିତ କରିଛନ୍ତି।

ଯଦି ପେଟ୍ରୋଲ ଏବଂ ଡିଜେଲକୁ ଜିଏସଟି ପରିସରଭୁକ୍ତ କରାଯାଏ ତେବେ ଅଧାରୁ ଅଧିକ ଟଙ୍କା ଦର କମିଯିବ। ଭାରତରେ ଚାରୋଟି ପ୍ରାଥମିକ ଜିଏସଟି ସ୍ଲାବ ରହିଛି। ସେଗୁଡ଼ିକ ହେଲା ୫ ପ୍ରତିଶତ, ୧୨ ପ୍ରତିଶତ, ୧୮ ପ୍ରତିଶତ ଏବଂ ୨୮ ପ୍ରତିଶତ।

ଯଦି ପେଟ୍ରୋଲକୁ ୫ ପ୍ରତିଶତ ଜିଏସଟି ସ୍ଲାବରେ ରଖାଯାଏ, ତେବେ ଦେଶରେ ପେଟ୍ରୋଲ ଲିଟର ପିଛା ୩୭.୫୭ ଟଙ୍କା ହେବ ଏବଂ ଡିଜେଲ ହାର ୩୮.୦୩ ଟଙ୍କାକୁ ହ୍ରାସ ପାଇବ। ସେହିପରି ୧୨ ପ୍ରତିଶତ ସ୍ଲାବରେ ରଖିଲେ ପେଟ୍ରୋଲ ମୂଲ୍ୟ ୪୦ ଟଙ୍କା ଏବଂ ଡିଜେଲ ୪୦.୫୬ ଟଙ୍କା ହେବ। ଯଦି ୧୮ ପ୍ରତିଶତ ସ୍ଲାବରେ ରୁହେ ତେବେ ପେଟ୍ରୋଲ ମୂଲ୍ୟ ୪୨.୨୨ ଟଙ୍କା ଏବଂ ଡିଜେଲ ୪୨.୭୩ ଟଙ୍କା ହେବ।ଅନ୍ୟପକ୍ଷରେ ଯଦି ୨୮ ପ୍ରତିଶତ ସ୍ଲାବରେ ରହିବ ତେବେ ପେଟ୍ରୋଲ ୪୫.୭୯ ଟଙ୍କା ଏବଂ ଡିଜେଲ ୪୬.୩୬ ଟଙ୍କା ହେବ। ଯଦି ଏଭଳି ହେବ ତାହେଲେ ସାଧାରଣ ଲୋକ ଅନେକ ରିହାତି ପାଇବେ। ଏଥିସହ ଅନେକ ସାମଗ୍ରୀର ଦରଦାମ ମଧ୍ୟ କମିବ।

ତେବେ ତେଲ ଦର ଜିଏସଟି ପରିସରଭୁକ୍ତ ପାଇଁ ପେଟ୍ରୋଲିୟମ ମନ୍ତ୍ରୀ ପ୍ରସ୍ତାବ ଦେଉଥିବା ବେଳେ ରାଜ୍ୟ ସରକାରମାନେ କାହିଁକି ଏ ବାବଦରେ ମୁହଁ ଖୋଲୁ ନାହାନ୍ତି ତାହା ଏବେ ବଡ଼ ପ୍ରଶ୍ନ।

କାହିଁକି ରାଜି ହେଉନାହାନ୍ତି ରାଜ୍ୟ ସରକାର?

ଜୁଲାଇ ୧, ୨୦୧୭ରେ କେନ୍ଦ୍ର ସରକାର ସାରା ଦେଶରେ ଜିଏସଟି ଲାଗୁ କରିଥିଲେ। ହେଲେ ତେଲକୁ ଜିଏସଟି ପରିସରଭୁକ୍ତ କରିବା ନେଇ ରାଜ୍ୟ ସରକାରମାନେ ବିରୋଧ କରିଥିଲେ। ଜିଏସଟି କମିଟିରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅଧ୍ୟକ୍ଷତା କରୁଥିବା ବେଳେ ଅନ୍ୟ ରାଜ୍ୟର ଅର୍ଥମନ୍ତ୍ରୀ ସଦସ୍ୟ ରହିଛନ୍ତି। ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀ ଯଦି ଏକ ହୋଇ ଯଦି ଜିଏସଟି ବାବଦରେ ସହମତି ପ୍ରକାଶ କରନ୍ତେ ତାହେଲେ ତେଲ ଦର ଅଧା କମିଯାଆନ୍ତା। ହେଲେ ତେଲରୁ ରାଜ୍ୟ ସରକାର ଟିକସ ଜରିଆରେ ଅଧିକ ରାଜସ୍ୱ ଆଦାୟ କରୁଥିବାରୁ ପେଟ୍ରୋଲିୟମ ପଦାର୍ଥକୁ ଜିଏସଟି ପରିସରଭୁକ୍ତ ପାଇଁ ରାଜି ହେଉ ନଥିବା ସୂଚନା ରହିଛି।

Statement showing the Actual rates of State taxes/ GST
State/UTPetrolDieselSKO (PDS)Domestic LPG
StatesSales Tax/VATGST
Andaman & Nicobar Islands6%6%5.00%5.00%
Andhra Pradesh31% VAT + Rs.4/litre VAT+Rs.1/litre Road Development Cess and Vat thereon22.25% VAT + Rs.4/litre VAT+Rs.1/litre Road Development Cess and Vat thereon
Arunachal Pradesh20.00%12.50%
Assam32.66% or Rs.22.63 per litre whichever is higher as VAT23.66% or Rs.17.45 per litre whichever is higher as  VAT
Bihar26% or Rs 16.65/Litre whichever is higher (30% Surcharge on VAT as irrecoverable tax)19% or Rs 12.33/Litre whichever is higher (30% Surcharge on VAT as irrecoverable tax)
ChandigarhRs.10/KL cess +22.45% or Rs.12.58/Litre whichever is higherRs.10/KL cess + 14.02% or Rs.7.63/Litre whichever is higher
Chhattisgarh25% VAT + Rs.2/litre VAT25% VAT + Rs.1/litre VAT
Dadra and Nagar Haveli and Daman and Diu20% VAT20% VAT
Delhi30% VATRs.250/KL air ambience charges + 16.75% VAT
Goa25% VAT + 0.5% Green cess22% VAT + 0.5% Green cess
Gujarat20.1% VAT+ 4% Cess on Town Rate & VAT20.2% VAT + 4 % Cess on Town Rate & VAT
Haryana25% or Rs.15.62/litre whichever is higher as VAT+5% additional tax on VAT16.40% VAT or Rs.10.08/litre whichever is higher as VAT+5% additional tax on VAT
Himachal Pradesh25% or Rs 15.50/Litre- whichever is higher14% or Rs 9.00/Litre- whichever is higher
Jammu & Kashmir24% MST+ Rs.5/Litre employment cess, Reduction of Rs.0.50/Litre16% MST+ Rs.1.50/Litre employment cess
Jharkhand22% on the sale price or Rs. 17.00 per litre , which ever is higher + Cess of Rs 1.00 per Ltr22% on the sale price or Rs. 12.50 per litre , which ever is higher + Cess of Rs 1.00 per Ltr
Karnataka35% sales tax24% sales tax
Kerala30.08% sales tax+ Rs.1/litre additional sales tax + 1% cess22.76% sales tax+ Rs.1/litre additional sales tax + 1% cess
Ladakh24% MST+ Rs.5/Litre employment cess, Reduction of Rs.2.5/Litre16% MST+ Rs.1/Litre employment cess , Reduction of Rs.0.50/Litre
LakshadweepNilNil
Madhya Pradesh33 % VAT + Rs.4.5/litre VAT+1%Cess23% VAT+ Rs.3/litre VAT+1% Cess
Maharashtra – Mumbai, Thane & Navi Mumbai26% VAT+ Rs.10.12/Litre additional tax24% VAT+ Rs.3.00/Litre additional tax
Maharashtra (Rest of State)25% VAT+ Rs.10.12/Litre additional tax21% VAT+ Rs.3.00/Litre additional tax
Manipur36.50% VAT22.50% VAT
Meghalaya31% or Rs17.60/Litre- whichever is higher (2% surcharge leviable only on advalorem tax)22.5% or Rs12.50/Litre- whichever is higher (2% surcharge leviable only on advalorem tax)
Mizoram25% VAT14.5% VAT
Nagaland29.80% VAT or Rs. 18.26/litre whichever is higher +5% surcharge + Rs.2.00/Litre as road maintenance cess17.50% VAT or Rs. 11.08/litre whichever is higher +5% surcharge + Rs.2.00/Litre as road maintenance cess
Odisha32% VAT28% VAT
Puducherry28% VAT19.75% VAT
PunjabRs.2050/KL (cess)+ Rs.0.10 per Litre (Urban Transport Fund) +24.79% VAT+10% additional tax on VATRs.1050/KL (cess) + Rs.0.10 per Litre (Urban Transport Fund) + 15.94% VAT+10% additional tax on VAT
Rajasthan36% VAT+Rs 1500/KL road development cess26% VAT+ Rs.1750/KL road development cess
Sikkim25.25% VAT+ Rs.3000/KL cess14.75% VAT + Rs.2500/KL cess5.00%5.00%
Tamil Nadu15% + Rs.13.02 per litre11%  + Rs.9.62 per litre
Telangana35.20% VAT27% VAT
Tripura25% VAT+ 3% Tripura Road Development Cess16.50% VAT+ 3% Tripura Road Development Cess
Uttar Pradesh26.80% or Rs 18.74/Litre whichever is higher17.48% or Rs 10.41/Litre whichever is higher
Uttarakhand25% or Rs 19 Per Ltr whichever is greater17.48% or Rs Rs 10.41 Per Ltr whichever is greater
West Bengal25% or Rs.13.12/litre whichever is higher as sales tax+ Rs.1000/KL cess- Rs.17/KL exemption (20% Additional tax on VAT as irrecoverable tax)17% or Rs.7.70/litre whichever is higher as sales tax + Rs 1000/KL cess – Rs 290/KL sales tax rebate (20% Additional tax on VAT as irrecoverable tax)
(As per details provided by OMCs) Table Posted: (1.2.2021) Petroleum Planning & Analysis Cell
Notes:
1. For Petrol & Diesel, VAT/Sales Tax at applicable rates is also levied on Dealer’s commission in Arunachal Pradesh, Delhi, Gujarat, Haryana, Madhya Pradesh, Punjab, Rajasthan Chandigarh, Puducherry, Andaman & Nikobar, Meghalaya , Dadar Nagar Haveli and Daman & Diu.

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story