ବଜାରକୁ ଆସିଲା ୩ଟି ନୂଆ ବାଇକ୍‌, ଦାମ୍‌ ୨ ଲକ୍ଷ ଉପରେ

ନୂଆଦିଲ୍ଲୀ: ବଜାରକୁ ଆସିଲା ୩ଟି ନୂଆ ବାଇକ୍‌। କ୍ଲାସିକ୍‌ ଲେଜଣ୍ଡ Yezdi ର ତିନି ନୂଆ ମଡେଲର ବାଇକ୍‌କୁ ଲଞ୍ଚ କରିଛି।  Yezdi Adventure, Yezdi Scrambler ଓ Yezdi Roadster। ଏହି ସବୁ ବାଇକ୍‌ର କ୍ଷମତା ୩୩୪ ସିସି ସିଙ୍ଗିଲ୍‌ ସିଲିଣ୍ଡର ଇଞ୍ଜିନ୍‌ ଦ୍ୱାରା ଚାଳିତ। ତେବେ ଏହାର ଟ୍ୟୁନ୍ ଏବଂ ଆଉଟପୁଟ୍ ଭିନ୍ନ ଭିନ୍ନ ରହିଛି। ଏହି ତିନୋଟି ମଡେଲ୍ର ବିକ୍ରି ବର୍ତ୍ତମାନ ସମଗ୍ର ଭାରତରେ ଆରମ୍ଭ ହୋଇଛି। ବାଇକ୍‌ ଗୁଡିକର ପ୍ରାରମ୍ଭିକ ଦାମ୍‌ […]

New Bike

New Bike

Madhupriya Mistry
  • Published: Thursday, 13 January 2022
  • Updated: 13 January 2022, 01:49 PM IST

Sports

Latest News

ନୂଆଦିଲ୍ଲୀ: ବଜାରକୁ ଆସିଲା ୩ଟି ନୂଆ ବାଇକ୍‌। କ୍ଲାସିକ୍‌ ଲେଜଣ୍ଡ Yezdi ର ତିନି ନୂଆ ମଡେଲର ବାଇକ୍‌କୁ ଲଞ୍ଚ କରିଛି।  Yezdi Adventure, Yezdi Scrambler ଓ Yezdi Roadster। ଏହି ସବୁ ବାଇକ୍‌ର କ୍ଷମତା ୩୩୪ ସିସି ସିଙ୍ଗିଲ୍‌ ସିଲିଣ୍ଡର ଇଞ୍ଜିନ୍‌ ଦ୍ୱାରା ଚାଳିତ। ତେବେ ଏହାର ଟ୍ୟୁନ୍ ଏବଂ ଆଉଟପୁଟ୍ ଭିନ୍ନ ଭିନ୍ନ ରହିଛି। ଏହି ତିନୋଟି ମଡେଲ୍ର ବିକ୍ରି ବର୍ତ୍ତମାନ ସମଗ୍ର ଭାରତରେ ଆରମ୍ଭ ହୋଇଛି। ବାଇକ୍‌ ଗୁଡିକର ପ୍ରାରମ୍ଭିକ ଦାମ୍‌ ୧.୯୮ ଲକ୍ଷ (ଏକ୍ସ-ଶୋ’ରୁମ୍) ରଖାଯାଇଛି।

Yezdi Adventure: ଏହା ଏକ ଏଣ୍ଟ୍ରି ଲେବେଲ ଆଡଭେଞ୍ଜର ବାଇକ୍‌ ଅଟେ। ଯେଉଁଥିରେ ଦୀର୍ଘ ସମୟ ଯାଏଁ ସସପେନ୍ସନ୍ ଟ୍ରାଭେଲ, ସିଙ୍ଗିଲ୍‌ ସାଇଡ୍‌ ଏଗ୍‌ଜଷ୍ଟ ଏବଂ ସାଧାରଣ ଆଡଭେଞ୍ଚର ଷ୍ଟାଇଲ୍‌ ରହିଛି।  ଏଥିରେ ଏକ ଛୋଟ ୱିଣ୍ଡିଶିଲ୍ଡ, ଲମ୍ବା ଏବଂ ଚଉଡା ହ୍ୟାଣ୍ଡେଲବାର୍, ପେଟ୍ରୋଲ୍ ଟ୍ୟାଙ୍କରେ ଅଧିକ ଫ୍ରେମ୍ ବ୍ରାକେଟ୍ ଏବଂ ପଛରେ ଲଗେଜ୍ ଷ୍ଟୋରେଜ୍ ରହିଛି। ୨୧ ଇଞ୍ଚର ଆଗ ଚକ ଏବଂ ୧୭ ଇଞ୍ଚ ବିଶିଷ୍ଟ ପଛ ଚକ ଏହାକୁ ଅଫ୍ ରୋଡ୍ ନେବାରେ ମଧ୍ୟ ସକ୍ଷମ କରାଇଥାଏ।

Yezdi Adventure launched. All the details here - Auto News

ଏହି ବାଇକ୍‌ରେ ତିନୋଟି ଏଭିଏସ୍ ମୋଡ୍ ରହିଛି, ରାସ୍ତା, ଅଫ୍ ରୋଡ୍ ଏବଂ ବର୍ଷା। ବ୍ଲୁଟୁଥ୍ ସହିତ ଏକ LCD ଡିସପ୍ଲେ ଅଛି ଯେଉଁଥିରେ ଟର୍ନ ନେଭିଗେସନ୍ ଉପଲବ୍ଧ। ଏହି ବାଇକ୍ରେ ୧୫.୫ ଲିଟରର ପେଟ୍ରୋଲ୍ ଟ୍ୟାଙ୍କ ଲାଗିଛି। ଏହାର ଓଜନ ୧୮୮ କିଲୋଗ୍ରାମ ଏବଂ ଗ୍ରାଉଣ୍ଡ କ୍ଲିୟରାନ୍ସ ୨୨୦ ମିମି। ୮୦୦୦ rpm ଇଞ୍ଜିନ୍ ରେ ୨୯.୮ bhp ଏବଂ ୬,୫୦୦ rpm ରେ ୨୯.୯ Nm ତିଆରି ହୁଏ। ଏହି ଆଡଭେଞ୍ଚର ବାଇକ୍‌ର ମୂଲ୍ୟ ୨.୧୦ ଲକ୍ଷରୁ ୨,୧୯ ଲକ୍ଷ ଟଙ୍କା (ଏକ୍ସ-ଶୋରୁମ୍) ରହିଛି।

Yezdi Scrambler: ଏହି ବାଇକ୍‌ଟି ଦେଖିବାକୁ ବେଶ୍‌ ସୁନ୍ଦର। ବିଶେଷକରି ପଛପଟୁ ଏହି ବାଇକ୍‌ଟି ଦେଖିବାକୁ ବେଶ ସଫା ସୁତୁରା ଲାଗେ। ଉପରକ୍ତ ଆଡଭେଞ୍ଚର ବାଇକ୍‌ ଠାରୁ ଭିନ୍ନ ଏହି ବାଇକ୍‌। ଏହାର ଆଗରେ ୧୯ ଇଞ୍ଚର ଚକ ଏବଂ ପଛରେ ୧୭ ଇଞ୍ଚର ଚକ ରହିଛି।  ଏହି ବାଇକ୍‌ର ଆଗରେ ୧୫୦ ମିଲିମିଟର ଏବଂ ପଛରେ ୧୩୦ ମିଲିମିଟର ୨ଟି ଶକର୍‌ ରହିଛି। ବଜାରରେ ଲଞ୍ଚ ହୋଇଥିବା ତିନୋଟି ବାଇକ୍‌ ମଧ୍ୟରେ ଏହା ବେଶ୍‌ ହାଲୁକା। ଏହାର ଇଞ୍ଜିନ୍‌କୁ ଭଲ କାର୍ଯ୍ୟଦକ୍ଷତା ପାଇଁ ଟ୍ୟୁନ୍‌ କରାଯାଇଛି।

Yezdi Roadster Price Starts At Rs. 1.98 Lakh | MotorBeam

୩ ଲେବେଲ ଏଭିଏସ୍‌କୁ ଆଡଭେଞ୍ଚର ବାଇକ୍‌ ତୁଳନାରେ ଭିନ୍ନ ଭାବେ ସେଟ୍‌ କରାଯାଇଛି। ଏହି ସ୍କ୍ରାମ୍ବଲର ବାଇକ୍‌ର ଓଜନ ୧୮୨ କିଲୋଗ୍ରାମ ଓ ଏଥିରେ ୧୨.୫ ଲିଟର କ୍ଷମତା ବିଶିଷ୍ଟ ପେଟ୍ରୋଲ ଟାଙ୍କି ରହିଛି। ଏଥିସହ ୮୦୦୦ rpm ଇଞ୍ଜିନ୍ ଲାଗିଛି। ଏହି ବାଇକ୍‌ର ଦାମ୍‌ ୨.୦୫ ଲକ୍ଷରୁ ୨.୧୦ ଲକ୍ଷ ଟଙ୍କା(ଏକ୍ସ-ଶୋ’ରୁମ୍) ରଖାଯାଇଛି।

Yezdi Roadster: ଉପରୋକ୍ତ ଦୁଇଟି ବାଇକ୍‌ ଠାରୁ ଏହି ରୋଡ୍‌ଷ୍ଟାର ବାଇକ୍‌ ସବୁଠାରୁ ଶସ୍ତା ମଡେଲ, ଯାହାକୁ ଦୈନନ୍ଦିନ ବ୍ୟବହାର ପାଇଁ ତିଆରି କରାଯାଇଛି। ଏହାର ଡିଜାଇନ୍‌ ଏବଂ ଆକାରକୁ ଦେଖିଲେ ଏହା ଜାଭା ଫୋର୍ଟି-ଟୁ ଭଳି ଲାଗେ। ଏହି ବାଇକ୍‌ର ଭିନ୍ନ ଭିନ୍ନ ରଙ୍ଗରେ ମଧ୍ୟ ଉପଲବ୍ଧ। ବାଇକ୍‌ର ଆଗରେ ୧୮ ଇଞ୍ଚର ଚକ ଓ ପଛରେ ୧୭ ଇଞ୍ଚର ଚକ ଲାଗିଛି। କେବଳ ଏହି ବାଇକରେ ହିଁ ଟ୍ୟୁବ୍‌ଲେସ୍‌ ଟାୟାର ଦିଆଯାଇଛି।

ରୋଡଷ୍ଟାର୍‌ ବାଇକ୍‌ର ଇଞ୍ଜିନ୍‌ ସବୁଠୁ ଶାନ୍ତ। କିନ୍ତୁ ସ୍କ୍ରାମବ୍ଲର୍ ବାଇକ୍‌ ଅପେକ୍ଷା ଏହା ଅଧିକ ଶକ୍ତି ଏବଂ ଟର୍କ ଉତ୍ପାଦନ କରେ। ଏଥିରେ ୨୯.୩ bhp ୭୩୦୦ rpm ଓ ୬୫୦୦ rpmରେ ୨୯Nm ତିଆରି ହୁଏ। ଏହି ବାଇକର ମୋଟ ଓଜନ ୧୮୪ କିଲୋଗ୍ରାମ ଏବଂ ଏହାର ମୂଲ୍ୟ ୧.୯୮ ଲକ୍ଷରୁ ୨.୦୬ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍) ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story