Advertisment

ଲଞ୍ଚ୍‌ ହେଲା ୨ଟି ନୂଆ Moto G ଫୋନ୍

ନୂଆଦିଲ୍ଲୀ: ମୋଟୋରୋଲା ଦୁଇଟି ନୂଆ ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିଛି। ଏହି ଦୁଇଟିର ନାଁ ହେଉଛି Moto G Power ଓ Moto G Stylus। Moto G Powerକୁ ଦମ୍‌ଦାର୍‌ ବ୍ୟାଟ୍ରୀ ସହ ଓ Moto G Stylusକୁ ଏକ ସ୍କ୍ରିନ୍‌ଟଚ୍‌ ପେନ୍‌ସିଲ୍‌ ସହ ଲଞ୍ଚ କରାଯାଇଛି। କମ୍ପାନୀ Moto G Powerର ମୂଲ୍ୟ ଭାରତୀୟ ମୁଦ୍ରାରେ ପାଖାପାଖି ୧୮ ହଜାର ଟଙ୍କା ରଖିଥିବାବେଳେ Moto G Stylusର ମୂଲ୍ୟ ପାଖାପାଖି ୨୧ ହଜାର ୫୦୦ ଟଙ୍କା […]

ଅଦ୍ୟତନ ହୋଇଛି
ଲଞ୍ଚ୍‌ ହେଲା ୨ଟି ନୂଆ Moto G ଫୋନ୍

moto

Advertisment

ନୂଆଦିଲ୍ଲୀ: ମୋଟୋରୋଲା ଦୁଇଟି ନୂଆ ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିଛି। ଏହି ଦୁଇଟିର ନାଁ ହେଉଛି Moto G Power ଓ Moto G Stylus। Moto G Powerକୁ ଦମ୍‌ଦାର୍‌ ବ୍ୟାଟ୍ରୀ ସହ ଓ Moto G Stylusକୁ ଏକ ସ୍କ୍ରିନ୍‌ଟଚ୍‌ ପେନ୍‌ସିଲ୍‌ ସହ ଲଞ୍ଚ କରାଯାଇଛି।

Advertisment

କମ୍ପାନୀ Moto G Powerର ମୂଲ୍ୟ ଭାରତୀୟ ମୁଦ୍ରାରେ ପାଖାପାଖି ୧୮ ହଜାର ଟଙ୍କା ରଖିଥିବାବେଳେ Moto G Stylusର ମୂଲ୍ୟ ପାଖାପାଖି ୨୧ ହଜାର ୫୦୦ ଟଙ୍କା ରଖିଛି। ଏହାକୁ ଖୁବ୍‌ ଶୀଘ୍ର ୟୁଏସ୍‌ ଓ କାନାଡ଼ାର ବଜାରରେ ଉପଲବ୍ଧ କରାଯିବ। ତେବେ ଭାରତକୁ ଏହା କେବେ ଆସିବ, ସେ ନେଇ କୌଣସି ସୂଚନା ନାହିଁ।

publive-imageMoto G Powerର ଫିଚର୍ :-

  • ଡିସ୍‌ପ୍ଲେ ସାଇଜ୍‌: ୬.୪ଇଞ୍ଚ୍
  • ଡିସ୍‌ପ୍ଲେ ଟାଇପ୍: ଫୁଲ୍‌ ଏଚ୍‌ଡି ସୁପର ଆମୋଲେଡ୍ 1080×2300  ୱିଥ୍‌ ମ୍ୟାକ୍ସ ଭିଜନ୍ ପଞ୍ଚ୍ ହୋଲ୍
  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍ 10
  • ପ୍ରୋସେସର୍: ଅକ୍ଟାକୋର କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍ 665G
  • ରାମ୍: 4 GB
  • ଷ୍ଟୋରେଜ୍: 64 GB
  • ରିୟର କ୍ୟାମେରା: 16MP + 8 MP + 2MP
  • ଫ୍ରଣ୍ଟ୍‌ କ୍ୟାମେରା:16 MP
  • ବ୍ୟାଟେରୀ: 5000mAh ସହ ୧୦ୱାଟ୍ ଫାଷ୍ଟ ଚାର୍ଜିଂ ସପୋର୍ଟ
Advertisment

publive-imageMoto G Stylusର ଫିଚର :-

  • ଡିସ୍‌ପ୍ଲେ ସାଇଜ୍‌: ୬.୪ଇଞ୍ଚ୍
  • ଡିସ୍‌ପ୍ଲେ ଟାଇପ୍: ଫୁଲ୍‌ ଏଚ୍‌ଡି ସୁପର ଆମୋଲେଡ୍ 1080×2300  ୱିଥ୍‌ ମ୍ୟାକ୍ସ ଭିଜନ୍ ପଞ୍ଚ୍ ହୋଲ୍
  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍ 10
  • ପ୍ରୋସେସର୍: ଅକ୍ଟାକୋର କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍ 665G
  • ରାମ୍: 4 GB
  • ଷ୍ଟୋରେଜ୍: 128 GB
  • ରିୟର କ୍ୟାମେରା: 48MP +16MP + 2MP
  • ଫ୍ରଣ୍ଟ୍‌ କ୍ୟାମେରା:16 MP
  • ବ୍ୟାଟେରୀ: 4000mAh ସହ ୧୦ୱାଟ୍ ଫାଷ୍ଟ ଚାର୍ଜିଂ ସପୋର୍ଟ
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe