ନୂଆଦିଲ୍ଲୀ: ଶାଓମି ଆସନ୍ତାକାଲି Mi Note 10 ଲଞ୍ଚ୍ କରିବ। ଏନେଇ କମ୍ପାନୀ ସୋଶାଲ୍ ମିଡିଆ ମାଧ୍ୟମରେ ସୂଚନା ଦେଇଛି। ସ୍ପେନ୍ର ମାଡ୍ରିଡ୍ରେ ଏହାକୁ ଲଞ୍ଚ୍ କରାଯିବ। ଏହା ବିଶ୍ୱର ପ୍ରଥମ ୧୦୮ ମେଗାପିକ୍ସେଲ୍ କ୍ୟାମେରା ବାଲା ଫୋନ୍ ହେବ। ତେବେ ଏହି ଫୋନ୍ଟି ଭାରତରେ କେବେ ଲଞ୍ଚ୍ ହେବ, ସେ ବିଷୟରେ କମ୍ପାନୀ କୌଣସି ସୂଚନା ଦେଇନାହି। କିନ୍ତୁ କମ୍ପାନୀର ଲଞ୍ଚିଂ ହିଷ୍ଟ୍ରି ଦେଖିଲେ ଏହା ଖୁବ୍ଶୀଘ୍ର ଭାରତରେ ଲଞ୍ଚ୍ ହୋଇପାରେ। ଏଥସହ ଫୋନ୍ର ଦାମ୍ ବିଷୟରେ ମଧ୍ୟ କିଛି ଜଣାପଡ଼ିନାହିଁ।
Mi Note 10ର ଫିଚର୍
ଡିସ୍ପ୍ଲେ ସାଇଜ୍: ୬.47ଇଞ୍ଚ୍
ଡିସ୍ପ୍ଲେ ଟାଇପ୍: ଫୁଲ୍ ଏଚ୍ଡି ପ୍ଲସ୍, 1080×2340 ପିକ୍ସେଲ୍, OLED ସ୍କ୍ରିନ୍
ଆଣ୍ଡ୍ରଏଡ୍ ଭର୍ସନ: ଆଣ୍ଡ୍ରଏଡ୍ 9 ପାଇ ବେସ୍ଡ
ପ୍ରୋସେସର୍: ଅକ୍ଟାକୋର କ୍ୱାଲ୍କମ୍ ସ୍ନାପ୍ଡ୍ରାଗନ୍ ୬୬୦
ରାମ୍: 6 GB, 8 GB, 12 GB
ଷ୍ଟୋରେଜ୍: 64 GB, 128 GB, 256 GB
ରିୟର କ୍ୟାମେରା: 108 MP + 12 MP + 5 MP + 20 MP + 2 MP
ଫ୍ରଣ୍ଟ୍ କ୍ୟାମେରା: 32 MP
ବ୍ୟାଟେରୀ: 5,260mAh ୱିଥ୍ 30W ଫାଷ୍ଟ ଚାର୍ଜିଂ ସପୋର୍ଟ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ଟାରିଫ୍ ନିୟମରେ ସଂଶୋଧନ, ଫେରିବ ୧୦ ଟଙ୍କିଆ ରିଚାର୍ଜ କୁପନ୍
ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡ଼ିବ।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
Business
ଧାମନଗର ଟେକ୍ସଟାଇଲ ପାର୍କ ପାଇଁ ୪ ହଜାର କୋଟି ମଞ୍ଜୁର; ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସୂର୍ଯ୍ୟବଂଶୀ ସୂରଜ
ଏହି ଉଦ୍ୟୋଗ ଯୋଗୁଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୬ ହଜାର ନିଯୁକ୍ତି ସୃଷ୍ଚି ହେବ ଏବଂ ଭଦ୍ରକ ଜିଲ୍ଲା ଶିଳ୍ପ ସମୃଦ୍ଧ ହୋଇପାରିବ।
Business
ଲୋନ୍ ଶୁଝି ପାରୁ ନାହାନ୍ତି ଅମ୍ବାନୀ, ଜିନ୍ଦଲ; ୧୦ ବର୍ଷରେ ୧୨ ଲକ୍ଷ କୋଟି ଛାଡ଼
ବ୍ୟାଙ୍କ ଲୋନ୍ ଶୁଝି ପାରୁ ନାହାନ୍ତି ଅମ୍ବାନୀ, ଜିନ୍ଦଲ ଓ ଜୟପ୍ରକାଶଙ୍କ ପରି ପ୍ରତିଷ୍ଠିତ ବିଜନେସମ୍ୟାନ୍। ଫଳରେ ଋଣ ଛାଡ଼ ପାଇଁ ବାଧ୍ୟ ହେଉଛନ୍ତି ସରକାରୀ ଓ ଘରୋଇ ବ୍ୟାଙ୍କ। ଗତ ୧୦ ବର୍ଷ ମଧ୍ୟରେ ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କଗୁଡ଼ିକ ୧୨ ଲକ୍ଷ କୋଟି ଛାଡ଼ କରିଛନ୍ତି।
Business
ଖୁବଶୀଘ୍ର ଏଟିଏମରୁ ଉଠିପାରିବ ପିଏଫ୍ ଟଙ୍କା!
ଖୁବଶୀଘ୍ର ହିତାଧିକାରୀ ସିଧାସଳଖ ଏଟିଏମ୍ ମାଧ୍ୟମରେ ସେମାନଙ୍କ କ୍ଲେମ ରାଶି ସହଜରେ ପାଇପାରିବେ। କର୍ମଚାରୀମାନଙ୍କ ସହଜ ଜୀବନଧାରଣରେ ଉନ୍ନତି ଆଣିବା ପାଇଁ ପ୍ରକ୍ରିୟାକୁ ସରଳ କରୁଛୁ କହିଲେ ଶ୍ରମ ସଚିବ।