Advertisment

କାଲି ଲଞ୍ଚ୍ ହେବ ବିଶ୍ୱର ପ୍ରଥମ ୧୦୮ ମେଗାପିକ୍ସେଲ୍‌ କ୍ୟାମେରା ବାଲା ଫୋନ୍‌

ନୂଆଦିଲ୍ଲୀ: ଶାଓମି ଆସନ୍ତାକାଲି Mi Note 10 ଲଞ୍ଚ୍ କରିବ। ଏନେଇ କମ୍ପାନୀ ସୋଶାଲ୍‌ ମିଡିଆ ମାଧ୍ୟମରେ ସୂଚନା ଦେଇଛି। ସ୍ପେନ୍‌ର ମାଡ୍ରିଡ୍‌ରେ ଏହାକୁ ଲଞ୍ଚ୍ କରାଯିବ। ଏହା ବିଶ୍ୱର ପ୍ରଥମ ୧୦୮ ମେଗାପିକ୍ସେଲ୍‌ କ୍ୟାମେରା ବାଲା ଫୋନ୍‌ ହେବ। ତେବେ ଏହି ଫୋନ୍‌ଟି ଭାରତରେ କେବେ ଲଞ୍ଚ୍‌ ହେବ, ସେ ବିଷୟରେ କମ୍ପାନୀ କୌଣସି ସୂଚନା ଦେଇନାହି। କିନ୍ତୁ କମ୍ପାନୀର ଲଞ୍ଚିଂ ହିଷ୍ଟ୍ରି ଦେଖିଲେ ଏହା ଖୁବ୍‌ଶୀଘ୍ର ଭାରତରେ ଲଞ୍ଚ୍‌ ହୋଇପାରେ। ଏଥସହ ଫୋନ୍‌ର ଦାମ୍ […]

କାଲି ଲଞ୍ଚ୍ ହେବ ବିଶ୍ୱର ପ୍ରଥମ ୧୦୮ ମେଗାପିକ୍ସେଲ୍‌ କ୍ୟାମେରା ବାଲା ଫୋନ୍‌

note-10

Advertisment

ନୂଆଦିଲ୍ଲୀ: ଶାଓମି ଆସନ୍ତାକାଲି Mi Note 10 ଲଞ୍ଚ୍ କରିବ। ଏନେଇ କମ୍ପାନୀ ସୋଶାଲ୍‌ ମିଡିଆ ମାଧ୍ୟମରେ ସୂଚନା ଦେଇଛି। ସ୍ପେନ୍‌ର ମାଡ୍ରିଡ୍‌ରେ ଏହାକୁ ଲଞ୍ଚ୍ କରାଯିବ। ଏହା ବିଶ୍ୱର ପ୍ରଥମ ୧୦୮ ମେଗାପିକ୍ସେଲ୍‌ କ୍ୟାମେରା ବାଲା ଫୋନ୍‌ ହେବ। ତେବେ ଏହି ଫୋନ୍‌ଟି ଭାରତରେ କେବେ ଲଞ୍ଚ୍‌ ହେବ, ସେ ବିଷୟରେ କମ୍ପାନୀ କୌଣସି ସୂଚନା ଦେଇନାହି। କିନ୍ତୁ କମ୍ପାନୀର ଲଞ୍ଚିଂ ହିଷ୍ଟ୍ରି ଦେଖିଲେ ଏହା ଖୁବ୍‌ଶୀଘ୍ର ଭାରତରେ ଲଞ୍ଚ୍‌ ହୋଇପାରେ। ଏଥସହ ଫୋନ୍‌ର ଦାମ୍ ବିଷୟରେ ମଧ୍ୟ କିଛି ଜଣାପଡ଼ିନାହିଁ।

Advertisment

publive-imageMi Note 10ର ଫିଚର୍

ଡିସ୍‌ପ୍ଲେ ସାଇଜ୍‌: ୬.47ଇଞ୍ଚ୍

ଡିସ୍‌ପ୍ଲେ ଟାଇପ୍:  ଫୁଲ୍‌ ଏଚ୍‌ଡି ପ୍ଲସ୍, 1080×2340 ପିକ୍ସେଲ୍, OLED ସ୍କ୍ରିନ୍

ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍‌ 9 ପାଇ ବେସ୍ଡ

ପ୍ରୋସେସର୍: ଅକ୍ଟାକୋର କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍ ୬୬୦

ରାମ୍: 6 GB, 8 GB, 12 GB

ଷ୍ଟୋରେଜ୍: 64 GB, 128 GB, 256 GB

ରିୟର କ୍ୟାମେରା: 108 MP + 12 MP + 5 MP + 20 MP + 2 MP

ଫ୍ରଣ୍ଟ୍‌ କ୍ୟାମେରା: 32 MP

ବ୍ୟାଟେରୀ: 5,260mAh ୱିଥ୍ 30W ଫାଷ୍ଟ ଚାର୍ଜିଂ ସପୋର୍ଟ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe