Advertisment

ମୋ ବସରେ ଦିନକୁ କୋଟିଏ ଟଙ୍କା କ୍ଷତି!

ମୋ ବସ ଦିନକୁ କୋଟିଏ ଟଙ୍କା କ୍ଷତି ସହୁଛି। ମାସକୁ ୩୦ କୋଟି। ଏ ବସ କେବଳ ସହରରେ ଚାଲିବା ପାଇଁ କହିଲେ, ଏବେ ରାଜ୍ୟ ରାଜପଥ, ଜାତୀୟ ରାଜପଥରେ ଗଡ଼ାଇଲେଣି। ମୋ ବସ କ’ଣ ସେବା ପାଇଁ ନା ଲୁଟିବା ପାଇଁ?

author-image
Debendra Prusty

ମୋ ବସ ଦିନକୁ କୋଟିଏ ଟଙ୍କା କ୍ଷତି ସହୁଛି। ମାସକୁ ୩୦ କୋଟି। ଏ ବସ କେବଳ ସହରରେ ଚାଲିବା ପାଇଁ କହିଲେ, ଏବେ ରାଜ୍ୟ ରାଜପଥ, ଜାତୀୟ ରାଜପଥରେ ଗଡ଼ାଇଲେଣି। ମୋ ବସ କ’ଣ ସେବା ପାଇଁ ନା ଲୁଟିବା ପାଇଁ?

Advertisment
Odisha Mo Bus Mo Bus Service