ମୋ ବସରେ ଦିନକୁ କୋଟିଏ ଟଙ୍କା କ୍ଷତି!

  • Published: Thursday, 21 September 2023
  • , Updated: 21 September 2023, 12:01 PM IST

ମୋ ବସ ଦିନକୁ କୋଟିଏ ଟଙ୍କା କ୍ଷତି ସହୁଛି। ମାସକୁ ୩୦ କୋଟି। ଏ ବସ କେବଳ ସହରରେ ଚାଲିବା ପାଇଁ କହିଲେ, ଏବେ ରାଜ୍ୟ ରାଜପଥ, ଜାତୀୟ ରାଜପଥରେ ଗଡ଼ାଇଲେଣି। ମୋ ବସ କ’ଣ ସେବା ପାଇଁ ନା ଲୁଟିବା ପାଇଁ?

Related story