ଭି ଅନନ୍ତ ନାଗେଶ୍ୱରନ ହେଲେ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା

ନୂଆଦିଲ୍ଲୀ: ଦେଶର ନୂଆ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି ଡ. ଭେଙ୍କଟରମନ ଅନନ୍ତ ନାଗେଶ୍ୱରନ। ସେ କେଭି ସୁବ୍ରମଣିୟନଙ୍କ ସ୍ଥାନରେ ନିଯୁକ୍ତି ପାଇଛନ୍ତି। ଡିସେମ୍ବର ମାସରେ ସୁବ୍ରମଣିୟନ ଶିକ୍ଷାଦାନ ପାଇଁ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ପଦ ଛାଡ଼ିଥିଲେ। ନାଗେଶ୍ୱରନ ଜଣେ ଶକ୍ଷାବିତ। ସେ କ୍ରେଡିଟ ସୁଇସ ଗ୍ରୁପ ଏଜି ଓ ଜୁଲିୟସ ବେର ଗ୍ରୁପ୍‌ରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି। ମହାମାରୀ କରୋନା ପାଇଁ ଦେଶର ଅର୍ଥନୀତି ବିପର୍ଯ୍ୟୟ ଅବସ୍ଥାକୁ […]

V-Anantha-Nageswaran

V-Anantha-Nageswaran

Hemant Lenka
  • Published: Friday, 28 January 2022
  • Updated: 28 January 2022, 07:19 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ନୂଆ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି ଡ. ଭେଙ୍କଟରମନ ଅନନ୍ତ ନାଗେଶ୍ୱରନ। ସେ କେଭି ସୁବ୍ରମଣିୟନଙ୍କ ସ୍ଥାନରେ ନିଯୁକ୍ତି ପାଇଛନ୍ତି। ଡିସେମ୍ବର ମାସରେ ସୁବ୍ରମଣିୟନ ଶିକ୍ଷାଦାନ ପାଇଁ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ପଦ ଛାଡ଼ିଥିଲେ।

ନାଗେଶ୍ୱରନ ଜଣେ ଶକ୍ଷାବିତ। ସେ କ୍ରେଡିଟ ସୁଇସ ଗ୍ରୁପ ଏଜି ଓ ଜୁଲିୟସ ବେର ଗ୍ରୁପ୍‌ରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି। ମହାମାରୀ କରୋନା ପାଇଁ ଦେଶର ଅର୍ଥନୀତି ବିପର୍ଯ୍ୟୟ ଅବସ୍ଥାକୁ ଚାଲି ଆସିଥିଲା। ଏବେ ଧୀରେଧୀରେ ଏଥିରେ ସୁଧାର ଆସୁଛି।

ତଥାପି ଆଗକୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଏସବୁ ଭିତରେ ଭାରତ ସରକାର ଭେଙ୍କଟରମନଙ୍କୁ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦେଶରେ ଜାରି ରହିଥିବା ଆୟ କ୍ଷେତ୍ରରେ ଅସମାନତା ଓ ବେକାରି ସମସ୍ୟା ଦୂର କରିବାକୁ ଅର୍ଥମନ୍ତ୍ରଣାଳୟ ଚେଷ୍ଟା କରୁଛି। ଏ କ୍ଷେତ୍ରରେ ଭେଙ୍କଟରମନଙ୍କ ରଣନୀତି କ’ଣ ରହିବ, ତା’ ଉପରେ ସମସ୍ତଙ୍କ ନଜର ରହିବ।

ଜଣେ ଅର୍ଥନୀତିକ ବିଶାରଦ ଭାବେ ପରିଚିତ ଡା ଭେଙ୍କଟରମନ ଅନନ୍ତ ନାଗେଶ୍ୱରନ ପ୍ରାଥମିକ ଅବସ୍ଥାରେ ଅଧ୍ୟାପନା କ୍ଷେତ୍ରରେ ରହିଥିଲେ। ସେ ୧୯୮୫ରେ ଆଇଆଇଏମ ଅହମଦାବାଦରୁ ଏମବିଏରେ ପୋଷ୍ଟ ଗ୍ରାଜ୍ୟୁଏଟ ଡିପ୍ଲୋମା ହାସଲ କରିଥିଲେ। ଏହାପରେ ୧୯୯୪ରେ ସେ University of Massachusettsରୁ empirical behaviour of exchange rates କ୍ଷେତ୍ରରେ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି।

୧୯୯୪ରୁ ୨୦୧୧ ମଧ୍ୟରେ ସେ ସ୍ୱିଜରଲ୍ୟାଣ୍ଡ ଓ ସିଙ୍ଗାପୁରର ଅନେକ ଘରୋଇ ମାକ୍ରୋ ଇକୋନୋମି ଏବଂ କ୍ୟାପିଟାଲ ମାର୍କେଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ନେତୃତ୍ୱ ଭୂମିକା ତୁଲାଇ ଥିଲେ। ସେ ଆନ୍ଧ୍ର ପ୍ରଦେଶରେ ଥିବା କ୍ରେଆ ବିଶ୍ୱବିଦ୍ୟାଳୟରେ ଅର୍ଥନୀତିକ ପାଠ୍ୟକ୍ରମର ପ୍ରଫେସର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

୨୦୧୯ରୁ ୨୦୨୧ ମଧ୍ୟରେ ସେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୀତିକ ପରାମର୍ଶଦାତା ପରିଷଦର ପାର୍ଟ ଟାଇମ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି। ଭେଙ୍କଟରମନ ଏକାଧିକ ବହି ମଧ୍ୟ ଲେଖି ଖ୍ୟାତି ଅର୍ଜନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story