Advertisment

୪ ମାସର ଶିଶୁ ହେଲେ ୨୪୦ କୋଟିର ମାଲିକ

ଇନଫୋସିସର ସହପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ନିଜ ନାତିକୁ ଉପହାର ଦେଲେ ୨୪୦ କୋଟିରୁ ଅଧିକ ଟଙ୍କାର ଅଂଶଧନ।

author-image
Manoj Swain
ଅଦ୍ୟତନ ହୋଇଛି

ଇନଫୋସିସର ସହପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ନିଜ ନାତିକୁ ଉପହାର ଦେଲେ ୨୪୦ କୋଟିରୁ ଅଧିକ ଟଙ୍କାର ଅଂଶଧନ। ନିଜ ୪ ମାସର ନାତି ଏକାଗ୍ର ରୋହନ ମୂର୍ତ୍ତି ବର୍ତ୍ତମାନ ଦେଶର ସର୍ବକନିଷ୍ଠ କୋଟିପତିି ହୋଇଛନ୍ତି। ଦେଖନ୍ତୁ ପୁରା ରିପୋର୍ଟ। 

Advertisment
Narayana Murth