Advertisment

ପିଆଜ କେଜି ୩୫ ଟଙ୍କା !

ଭୁବନେଶ୍ବର ବଜାରରେ ପିଆଜ ଦର କିଲୋ ପ୍ରତି 60 ଟଙ୍କା ଥିବାରୁ ଖାଉଟି ହନ୍ତସନ୍ତ ହେଉଥିଲେ ।

author-image
Manoj Swain

ପିଆଜ ଚିନ୍ତାରୁ ହାଲୁକା କଲା NCCF। ଭୁବନେଶ୍ବର ବଜାରରେ ପିଆଜ ଦର କିଲୋ ପ୍ରତି 60 ଟଙ୍କା ଥିବାରୁ ଖାଉଟି ହନ୍ତସନ୍ତ ହେଉଥିଲେ । ଏହାକୁ ପ୍ରଶମିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ସମବାୟ ସଂସ୍ଥା ଲୋକଙ୍କୁ ପିଆଜ କିଲୋ ପ୍ରତି 35 ଟଙ୍କା ଦରରେ ବାଣ୍ଟିଛି। ଶୁଣନ୍ତୁ କ'ଣ କହୁଛନ୍ତି ଗ୍ରାହକ...

Advertisment
Odisha Bhubaneswar Onion Rate Hike