Advertisment

ପିଆଜ କେଜି ୩୫ ଟଙ୍କା !

ଭୁବନେଶ୍ବର ବଜାରରେ ପିଆଜ ଦର କିଲୋ ପ୍ରତି 60 ଟଙ୍କା ଥିବାରୁ ଖାଉଟି ହନ୍ତସନ୍ତ ହେଉଥିଲେ ।

Advertisment

ପିଆଜ ଚିନ୍ତାରୁ ହାଲୁକା କଲା NCCF। ଭୁବନେଶ୍ବର ବଜାରରେ ପିଆଜ ଦର କିଲୋ ପ୍ରତି 60 ଟଙ୍କା ଥିବାରୁ ଖାଉଟି ହନ୍ତସନ୍ତ ହେଉଥିଲେ । ଏହାକୁ ପ୍ରଶମିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ସମବାୟ ସଂସ୍ଥା ଲୋକଙ୍କୁ ପିଆଜ କିଲୋ ପ୍ରତି 35 ଟଙ୍କା ଦରରେ ବାଣ୍ଟିଛି। ଶୁଣନ୍ତୁ କ'ଣ କହୁଛନ୍ତି ଗ୍ରାହକ...

Advertisment
Bhubaneswar Onion Rate Hike Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe