Advertisment

୪୮ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

ପୂର୍ଣ୍ଣାଙ୍ଗ ବଜେଟର ପରିମାଣ ୪୮,୨୦,୫୧୨ କୋଟି ଟଙ୍କା ରହିଛି।

author-image
Hemant Lenka
Budget

Budget

ଆଜି ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ସେ ଫେବୃଆରୀ ୧ରେ ୪୭,୬୫,୭୬୮ କୋଟି ଟଙ୍କାର କାମଚଳା ବଜେଟ ଉପସ୍ଥାପନ କରିଥିଲେ। ସାଧାରଣ ନିର୍ବାଚନ ପରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରାଯାଇଛି। ପୂର୍ଣ୍ଣାଙ୍ଗ ବଜେଟର ପରିମାଣ ୪୮,୨୦,୫୧୨ କୋଟି ଟଙ୍କା ରହିଛି।

Advertisment

ତେବେ କେଉଁ ବଡ଼ କ୍ଷେତ୍ର ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ଆସନ୍ତୁ ଜାଣିବା।

ଖର୍ଚ୍ଚର ହିସାବ (କୋଟିରେ)

୧- ପେନସନ- ୨୪,୩୨୯୬

୨- ପ୍ରତିରକ୍ଷା – ୪,୫୪,୭୭୩

୩- ସାର - ୧,୬୪,୦୦୦

୪- ଖାଦ୍ୟ – ୨,୦୫,୨୫୦

୫- ପେଟ୍ରୋଲିୟମ – ୧୧,୯୨୫

୬- କୃଷି ଓ ଏହା ସହ ଜଡ଼ିତ କାର୍ଯ୍ୟକ୍ରମ – ୧,୫୧,୮୫୧

୭- କମର୍ସ ଓ ଇଣ୍ତଷ୍ଟ୍ରୀ – ୪୭,୫୫୯

୮ – ଉତ୍ତର ପୂର୍ବର ବିକାଶ – ୫,୯୦୦

୯- ଶିକ୍ଷା – ୧,୨୫,୬୩୮

୧୦- ଶକ୍ତି – ୬୮,୭୬୯

୧୧- ବୈଦେଶିକ ବ୍ୟାପାର – ୨୨,୧୫୫

୧୨- ଅର୍ଥ – ୮୬,୩୩୯

୧୩ – ସ୍ୱାସ୍ଥ୍ୟ – ୮୯,୨୮୭

୧୪- ସ୍ୱରାଷ୍ଟ୍ର – ୧୫୦୯୮୩

୧୫ – ସୁଧ – ୧୧,୬୨,୯୪୦

୧୬ – ଆଇଟି ଓ ଟେଲିକମ – ୧୧୬୩୪୨

୧୭ – ଅନ୍ୟାନ୍ୟ – ୧୪୪୪୭୭

୧୮ – ଯୋଜନା ଓ ପରିସଂଖ୍ୟନ – ୬,୨୯୧

୧୯- ଗ୍ରାମୀଣ ବିକାଶ – ୨,୬୫,୮୦୮

୨୦ – ବିଜ୍ଞାନ ଭିତ୍ତିକ ବିଭାଗ – ୩୨,୭୩୬

୨୧- ସାମାଜିକ କଲ୍ୟାଣ – ୫୬,୫୦୧

୨୨- ଜିଏସଟି କ୍ଷତି ପୂରଣ ପାଣ୍ଠି – ୧୫,୦୦୦୦

୨୩ – ରାଜ୍ୟର ଭାଗ –୩୨୨୭୮୭

୨୪ – ପରିବହନ – ୫,୪୪,୧୨୮

୨୫ – କେନ୍ଦ୍ର ଶାସିତ ଅଞ୍ଚଳ – ୬୮,୬୬୦

୨୬ – ସହରୀ ବିକାଶ – ୮୨,୫୭୭

Budget 2024 Union Budget 2024 Union Budget