/odisha-reporter/media/post_attachments/uploads/2019/10/nokia.jpg)
nokia
ନୂଆଦିଲ୍ଲୀ : ନୂଆ ସ୍ମାର୍ଟଫୋନ୍ Nokia ୬.୨ ଭାରତରେ ଲଞ୍ଚ୍ ହେବ। ଗତମାସରେ ବର୍ଲିନ୍ ଆଇଏଫ୍ଏରେ ଏହି ସ୍ମାର୍ଟଫୋନ୍କୁ ଲଞ୍ଚ୍ କରାଯାଇଥିଲା।
ଫୋନ୍ରେ ରହିଛି ଏହିସବୁ ଫିଚର୍
- ନାନୋ ଡୁଆଲ୍ ସିମ୍ ସପୋର୍ଟ
- ଆଣ୍ଡ୍ରୋଏଡ୍ ୯ ପାଇ ଭର୍ସନ୍
- କ୍ୱାଲକମ୍ ସ୍ନାପ୍ଡ୍ରାଗନ୍ ୬୩୬ ପ୍ରୋସେସର୍
- HDR10 ସପୋର୍ଟ ସହ ଗରିଲା ଗ୍ଲାସ୍
- ୬.୩୦ ଇଞ୍ଚ ଫୁଲ୍ ଏଚ୍ଡି ଡିସ୍ପ୍ଲେ
- ୩ ଜିବି ରାମ୍ ଓ ୩୨ ଜିବି ଷ୍ଟୋରେଜ୍ କ୍ଷମତା
- ୮ ମେଗା ପିକ୍ସେଲ୍ର ଫ୍ରଣ୍ଟ କ୍ୟାମେରା
- ୧୬, ୮ ଓ ୫ ମେଗା ପିକ୍ସେଲ୍ର ରିଅର୍ କ୍ୟାମେରା
- ୩୫୦୦ ଏମ୍ଏଏଚ୍ ବ୍ୟାଟେରୀ କ୍ଷମତା
- ଏହି ଫୋନ୍ ସେରେମିକ୍ ଗ୍ରେ ଓ ଆଇସ୍ କଲର୍ରେ ଉପଲବ୍ଧ।
- ଫୋନ୍ରେ ଫିଙ୍ଗର୍ ପ୍ରିଣ୍ଟ ସେନସର୍ ମଧ୍ୟ ରହିଛି।
- କନେକ୍ଟିଭିଟି ପାଇଁ ଫୋନ୍ରେ ୱାଇଫାଇ, ବ୍ଲୁଟୁଥ୍, USB ଟାଇପ୍-ସି, GPS ଓ 4G LTE ସପୋର୍ଟ ରହିଛି।
ଏହି ସ୍ମାର୍ଟଫୋନ୍ ଭାରତରେ କେବେ ଲଞ୍ଚ୍ ହେବ ସେ ନେଇ କମ୍ପାନୀ ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ। ତେବେ ଇଣ୍ଡିଆନ୍ ଫେଷ୍ଟିଭାଲ୍ ଡିଲ୍ସ୍ ପେଜରୁ ସୂଚନା ମିଳିଛି ଯେ ଆଜି ଏହାକୁ ଲଞ୍ଚ୍ କରାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
