Advertisment

ଲଞ୍ଚ୍ ହେବ ନୂଆ ସ୍ମାର୍ଟଫୋନ୍‌ Nokia 6.2

ନୂଆଦିଲ୍ଲୀ : ନୂଆ ସ୍ମାର୍ଟଫୋନ୍‌ Nokia  ୬.୨ ଭାରତରେ ଲଞ୍ଚ୍‌ ହେବ। ଗତମାସରେ ବର୍ଲିନ୍‌ ଆଇଏଫ୍‌ଏରେ ଏହି ସ୍ମାର୍ଟଫୋନ୍‌କୁ ଲଞ୍ଚ୍‌ କରାଯାଇଥିଲା। ଫୋନ୍‌ରେ ରହିଛି ଏହିସବୁ ଫିଚର୍‌ – ନାନୋ ଡୁଆଲ୍‌ ସିମ୍‌ ସପୋର୍ଟ – ଆଣ୍ଡ୍ରୋଏଡ୍‌ ୯ ପାଇ ଭର୍ସନ୍‌ – କ୍ୱାଲକମ୍‌ ସ୍ନାପ୍‌ଡ୍ରାଗନ୍‌ ୬୩୬ ପ୍ରୋସେସର୍‌ – HDR10 ସପୋର୍ଟ ସହ ଗରିଲା ଗ୍ଲାସ୍‌ – ୬.୩୦ ଇଞ୍ଚ ଫୁଲ୍‌ ଏଚ୍‌ଡି ଡିସ୍‌ପ୍ଲେ – ୩ ଜିବି ରାମ୍‌ ଓ ୩୨ ଜିବି ଷ୍ଟୋରେଜ୍‌ […]

ଅଦ୍ୟତନ ହୋଇଛି
ଲଞ୍ଚ୍ ହେବ ନୂଆ ସ୍ମାର୍ଟଫୋନ୍‌ Nokia 6.2

nokia

Advertisment

ନୂଆଦିଲ୍ଲୀ : ନୂଆ ସ୍ମାର୍ଟଫୋନ୍‌ Nokia  ୬.୨ ଭାରତରେ ଲଞ୍ଚ୍‌ ହେବ। ଗତମାସରେ ବର୍ଲିନ୍‌ ଆଇଏଫ୍‌ଏରେ ଏହି ସ୍ମାର୍ଟଫୋନ୍‌କୁ ଲଞ୍ଚ୍‌ କରାଯାଇଥିଲା।

Advertisment

ଫୋନ୍‌ରେ ରହିଛି ଏହିସବୁ ଫିଚର୍‌
- ନାନୋ ଡୁଆଲ୍‌ ସିମ୍‌ ସପୋର୍ଟ
- ଆଣ୍ଡ୍ରୋଏଡ୍‌ ୯ ପାଇ ଭର୍ସନ୍‌
- କ୍ୱାଲକମ୍‌ ସ୍ନାପ୍‌ଡ୍ରାଗନ୍‌ ୬୩୬ ପ୍ରୋସେସର୍‌
- HDR10 ସପୋର୍ଟ ସହ ଗରିଲା ଗ୍ଲାସ୍‌
- ୬.୩୦ ଇଞ୍ଚ ଫୁଲ୍‌ ଏଚ୍‌ଡି ଡିସ୍‌ପ୍ଲେ
- ୩ ଜିବି ରାମ୍‌ ଓ ୩୨ ଜିବି ଷ୍ଟୋରେଜ୍‌ କ୍ଷମତା
-  ୮ ମେଗା ପିକ୍ସେଲ୍‌ର ଫ୍ରଣ୍ଟ କ୍ୟାମେରା
- ୧୬, ୮ ଓ ୫ ମେଗା ପିକ୍ସେଲ୍‌ର ରିଅର୍‌ କ୍ୟାମେରା
- ୩୫୦୦ ଏମ୍‌ଏଏଚ୍‌ ବ୍ୟାଟେରୀ କ୍ଷମତା
- ଏହି ଫୋନ୍‌ ସେରେମିକ୍‌ ଗ୍ରେ ଓ ଆଇସ୍‌ କଲର୍‌ରେ ଉପଲବ୍ଧ।
- ଫୋନ୍‌ରେ ଫିଙ୍ଗର୍‌ ପ୍ରିଣ୍ଟ ସେନସର୍‌ ମଧ୍ୟ ରହିଛି।
- କନେକ୍ଟିଭିଟି ପାଇଁ ଫୋନ୍‌ରେ ୱାଇଫାଇ, ବ୍ଲୁଟୁଥ୍‌, USB ଟାଇପ୍‌-ସି, GPS ଓ 4G LTE ସପୋର୍ଟ ରହିଛି।

ଏହି ସ୍ମାର୍ଟଫୋନ୍‌ ଭାରତରେ କେବେ ଲଞ୍ଚ୍‌ ହେବ ସେ ନେଇ କମ୍ପାନୀ ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ। ତେବେ ଇଣ୍ଡିଆନ୍‌ ଫେଷ୍ଟିଭାଲ୍‌ ଡିଲ୍ସ୍‌ ପେଜରୁ ସୂଚନା ମିଳିଛି ଯେ ଆଜି ଏହାକୁ ଲଞ୍ଚ୍ କରାଯିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe