Advertisment

ଲକ୍‌ଡାଉନ୍ ବେଳେ ଶସ୍ତା ହେଲା ରୋଷେଇ ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ: ସାରା ଦେଶ ଏବଂ ଲକ୍‌ଡାଉନ୍। କରୋନା ସଂକ୍ରମଣକୁ ରୋକିବା ପାଇଁ ୨୧ ଦିନିଆ ଲକ୍‌ଡାଉନ୍ ପାଳନ କରୁଛି ଦେଶ। ଜରୁରୀ ସେବା ପ୍ରଦାନକାରୀ ସଂସ୍ଥା ଓ ସାମଗ୍ରୀକୁ ଛାଡ଼ିଦେଲେ ଆଉ ସବୁ ବନ୍ଦ ରହିଛି। ଏହାରି ଭିତରେ ଏଚପିସିଏଲ, ବିପିସିଏଲ ଓ ଆଇଓସି ଭଳି ବିନା ସବସିଡି ଗ୍ୟାସର ଦର କମାଇଛନ୍ତି। ୧୪.୨ କିଲୋଗ୍ରାମର ଅଣ-ସବସିଡି ସିଲିଣ୍ଡରର ଦାମ ଦିଲ୍ଲୀରେ ୬୧.୫ ଟଙ୍କା ଶସ୍ତା ହୋଇଛି। ଗ୍ୟାସ୍ ଦାମ ୮୦୫.୫୦ ପଇସାରୁ କମି ୭୪୪ ଟଙ୍କା […]

ରୋଷେଇ ଗ୍ୟାସରୁ ସବସିଡ଼ି ହଟାଇଲେ ସରକାର!

lpg_cylinder

Advertisment

ନୂଆଦିଲ୍ଲୀ: ସାରା ଦେଶ ଏବଂ ଲକ୍‌ଡାଉନ୍। କରୋନା ସଂକ୍ରମଣକୁ ରୋକିବା ପାଇଁ ୨୧ ଦିନିଆ ଲକ୍‌ଡାଉନ୍ ପାଳନ କରୁଛି ଦେଶ। ଜରୁରୀ ସେବା ପ୍ରଦାନକାରୀ ସଂସ୍ଥା ଓ ସାମଗ୍ରୀକୁ ଛାଡ଼ିଦେଲେ ଆଉ ସବୁ ବନ୍ଦ ରହିଛି। ଏହାରି ଭିତରେ ଏଚପିସିଏଲ, ବିପିସିଏଲ ଓ ଆଇଓସି ଭଳି ବିନା ସବସିଡି ଗ୍ୟାସର ଦର କମାଇଛନ୍ତି। ୧୪.୨ କିଲୋଗ୍ରାମର ଅଣ-ସବସିଡି ସିଲିଣ୍ଡରର ଦାମ ଦିଲ୍ଲୀରେ ୬୧.୫ ଟଙ୍କା ଶସ୍ତା ହୋଇଛି। ଗ୍ୟାସ୍ ଦାମ ୮୦୫.୫୦ ପଇସାରୁ କମି ୭୪୪ ଟଙ୍କା ହୋଇଛି। ପ୍ରାକୃତିକ ଗ୍ୟାସର ଦାମ କମିବା ପରେ ସରକାର ଏଲପିଜି ଗ୍ୟାସର ଦାମ କମାଇଛନ୍ତି। ଏପ୍ରିଲ ୧ରୁ ଏହି ନୂଆ ଦର ଲାଗୁ କରିଛନ୍ତି ତୈଳ କମ୍ପାନୀମାନେ।

Advertisment

ଦିଲ୍ଲୀ ବ୍ୟତୀତ କୋଲକାତାରେ ଏହି ସବସିଡି ଗ୍ୟାସର ଦାମ ୭୪୪.୫୦ ପଇସା, ମୁମ୍ୱାଇରେ ୭୧୪.୫୦ ପଇସା ଏବଂ ଚେନ୍ନାଇରେ ୭୬୧.୫୦ ପଇସା ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe