ମୋଦି ସରକାରଙ୍କ ସମୟରେ ପ୍ରତ୍ୟକ୍ଷ ଟିକସଦାତାଙ୍କ ସଂଖ୍ୟା ଦୁଇଗୁଣ ବଢ଼ିବ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର) ଭାରତରେ ପ୍ରତ୍ୟକ୍ଷ ଟିକସଦାତାଙ୍କ ସଂଖ୍ୟା ପ୍ରାୟ ୨ ଗୁଣ ବୃଦ୍ଧି ପାଇବ। ବର୍ତ୍ତମାନର ମୋଦି ସରକାରଙ୍କ ୫ ବର୍ଷର ଶାସନ କାଳ ଶେଷ ହେବା ଭିତରେ ଦେଶରେ ଆୟକରଦାତାଙ୍କ ସଂଖ୍ୟା ଦୁଇଗୁଣ ବୃଦ୍ଧି ପାଇବ। ଫଳରେ ଏହା ୭ କୋଟି ୫୦ ଲକ୍ଷରେ ପହଞ୍ଚିବ। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଗୁରୁବାର ଏଭଳି କହିଛନ୍ତି।  କଳାଧନ କାରବାରକୁ ରୋକିବା ପାଇଁ କେନ୍ଦ୍ର ସରକାର ଯେଉଁ ସବୁ ପଦକ୍ଷେପମାନ ଗ୍ରହଣ କରିଛନ୍ତି ତାହା ହିଁ ଏହି […]

taxpayer

taxpayer

Mihir Pattnayak
  • Published: Thursday, 11 October 2018
  • Updated: 11 October 2018, 09:44 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର) ଭାରତରେ ପ୍ରତ୍ୟକ୍ଷ ଟିକସଦାତାଙ୍କ ସଂଖ୍ୟା ପ୍ରାୟ ୨ ଗୁଣ ବୃଦ୍ଧି ପାଇବ। ବର୍ତ୍ତମାନର ମୋଦି ସରକାରଙ୍କ ୫ ବର୍ଷର ଶାସନ କାଳ ଶେଷ ହେବା ଭିତରେ ଦେଶରେ ଆୟକରଦାତାଙ୍କ ସଂଖ୍ୟା ଦୁଇଗୁଣ ବୃଦ୍ଧି ପାଇବ। ଫଳରେ ଏହା ୭ କୋଟି ୫୦ ଲକ୍ଷରେ ପହଞ୍ଚିବ।

କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଗୁରୁବାର ଏଭଳି କହିଛନ୍ତି।  କଳାଧନ କାରବାରକୁ ରୋକିବା ପାଇଁ କେନ୍ଦ୍ର ସରକାର ଯେଉଁ ସବୁ ପଦକ୍ଷେପମାନ ଗ୍ରହଣ କରିଛନ୍ତି ତାହା ହିଁ ଏହି ଟିକସଦାତାଙ୍କ ସଂଖ୍ୟାକୁ ବୃଦ୍ଧି କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story