Advertisment

ପିଇଦେଲେ ୬୦ କୋଟିରୁ ଅଧିକ ଟଙ୍କାର ମଦ !

ନୂଆବର୍ଷରେ ମତୁଆଲା ହେଲା ଓଡ଼ିଶା। ହୋଟେଲ ଓ ପବ୍‌ର ରଙ୍ଗାରଙ୍ଗ ପରିବେଶ ଭିତରେ ଓଡ଼ିଶାର ଲୋକମାନେ ଖୁସିରେ ପିଇଥିଲେ ପ୍ରାୟ ୬୦ କୋଟି ଟଙ୍କାର ମଦ।

Advertisment

ବିଦାୟ ନେଇଛି ୨୦୨୩। ଆଉ ନୂଆବର୍ଷକୁ କରାଯାଇଛି ସ୍ୱାଗତ। ଏଥିରେ ସଭିଏଁ ଝୁମିଲେ ଓ ମତୁଆଲା ହେଲେ। ଆଉ ସେଲିବ୍ରେସନ୍‌ ବେଳେ ମାତାଲ ହେଲା ସାରା ଓଡ଼ିଶା! ପିଇଦେଲେ ୬୦ କୋଟିରୁ ଅଧିକ ଟଙ୍କାର ମଦ। ଏଥର ରାଜଧାନୀ ଭୁବନେଶ୍ୱରକୁ ପଛରେ ପକାଇ ଆଗକୁ ମାଡ଼ି ଯାଇଛି ସିଲ୍‌ଭର ସିଟି କଟକ। ନୂଆବର୍ଷ ସେଲିବ୍ରେସନ୍‌ରେ କଟକିଆ ଅଧିକ ମଦ ପିଇଥିବା ଜଣାପଡ଼ିଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Bhubaneswar Alcoholic Odisha Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe