Advertisment

ଖଣିରୁ ଓଡ଼ିଶା ପାଇବ ବଡ଼ ରାଜସ୍ୱ !

ସୁପ୍ରିମକୋର୍ଟ ଏହା ସ୍ବଷ୍ଟ କରିଦେବା ପରେ ଓଡ଼ିଶା ଭଳି ଖଣିଜ ସମ୍ପଦ ଭିତ୍ତିକ ରାଜ୍ୟ ପାଇଁ ବଡ଼ ଖବର ଆସିଛି। ଖଣିଜ ସମ୍ପଦ ଉପରେ ରୟାଲିଟିକୁ ବାଦ ଦେଇ ରାଜ୍ୟଗୁଡ଼ିକ ନିଜ ଅଂଚଳର ଖଣି ଉପରେ ଟିକସ ବା ସେସ୍ ବସାଇପାରିବେ।

author-image
Manoj Swain

ରୟାଲିଟି ଟିକସ ନୁହେଁ। ସୁପ୍ରିମକୋର୍ଟ ଏହା ସ୍ବଷ୍ଟ କରିଦେବା ପରେ ଓଡ଼ିଶା ଭଳି ଖଣିଜ ସମ୍ପଦ ଭିତ୍ତିକ ରାଜ୍ୟ ପାଇଁ ବଡ଼ ଖବର ଆସିଛି। ଖଣିଜ ସମ୍ପଦ ଉପରେ ରୟାଲିଟିକୁ ବାଦ ଦେଇ ରାଜ୍ୟଗୁଡ଼ିକ ନିଜ ଅଂଚଳର ଖଣି ଉପରେ ଟିକସ ବା ସେସ୍ ବସାଇପାରିବେ। ଦୀର୍ଘ 13 ବର୍ଷ ଧରି 9-ଜଣିଆ ଖଣ୍ଡପୀଠରେ ଏ ନେଇ ମାମଲା ପଡ଼ି ରହିବା ପରେ ଗତ ଫେବ୍ରୁଆରୀ ମାସରୁ ରୟାଲିଟି ଓ ସେସ୍ ଉପରେ ଶୁଣାଣି ଆରମ୍ଭ କରିଥିଲେ ସୁପ୍ରିମକୋର୍ଟ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Odisha Mines