ରୟାଲିଟି ଟିକସ ନୁହେଁ। ସୁପ୍ରିମକୋର୍ଟ ଏହା ସ୍ବଷ୍ଟ କରିଦେବା ପରେ ଓଡ଼ିଶା ଭଳି ଖଣିଜ ସମ୍ପଦ ଭିତ୍ତିକ ରାଜ୍ୟ ପାଇଁ ବଡ଼ ଖବର ଆସିଛି। ଖଣିଜ ସମ୍ପଦ ଉପରେ ରୟାଲିଟିକୁ ବାଦ ଦେଇ ରାଜ୍ୟଗୁଡ଼ିକ ନିଜ ଅଂଚଳର ଖଣି ଉପରେ ଟିକସ ବା ସେସ୍ ବସାଇପାରିବେ। ଦୀର୍ଘ 13 ବର୍ଷ ଧରି 9-ଜଣିଆ ଖଣ୍ଡପୀଠରେ ଏ ନେଇ ମାମଲା ପଡ଼ି ରହିବା ପରେ ଗତ ଫେବ୍ରୁଆରୀ ମାସରୁ ରୟାଲିଟି ଓ ସେସ୍ ଉପରେ ଶୁଣାଣି ଆରମ୍ଭ କରିଥିଲେ ସୁପ୍ରିମକୋର୍ଟ। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ଲୋନ୍ ଶୁଝି ପାରୁ ନାହାନ୍ତି ଅମ୍ବାନୀ, ଜିନ୍ଦଲ; ୧୦ ବର୍ଷରେ ୧୨ ଲକ୍ଷ କୋଟି ଛାଡ଼
ବ୍ୟାଙ୍କ ଲୋନ୍ ଶୁଝି ପାରୁ ନାହାନ୍ତି ଅମ୍ବାନୀ, ଜିନ୍ଦଲ ଓ ଜୟପ୍ରକାଶଙ୍କ ପରି ପ୍ରତିଷ୍ଠିତ ବିଜନେସମ୍ୟାନ୍। ଫଳରେ ଋଣ ଛାଡ଼ ପାଇଁ ବାଧ୍ୟ ହେଉଛନ୍ତି ସରକାରୀ ଓ ଘରୋଇ ବ୍ୟାଙ୍କ। ଗତ ୧୦ ବର୍ଷ ମଧ୍ୟରେ ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କଗୁଡ଼ିକ ୧୨ ଲକ୍ଷ କୋଟି ଛାଡ଼ କରିଛନ୍ତି।
Business
ଖୁବଶୀଘ୍ର ଏଟିଏମରୁ ଉଠିପାରିବ ପିଏଫ୍ ଟଙ୍କା!
ଖୁବଶୀଘ୍ର ହିତାଧିକାରୀ ସିଧାସଳଖ ଏଟିଏମ୍ ମାଧ୍ୟମରେ ସେମାନଙ୍କ କ୍ଲେମ ରାଶି ସହଜରେ ପାଇପାରିବେ। କର୍ମଚାରୀମାନଙ୍କ ସହଜ ଜୀବନଧାରଣରେ ଉନ୍ନତି ଆଣିବା ପାଇଁ ପ୍ରକ୍ରିୟାକୁ ସରଳ କରୁଛୁ କହିଲେ ଶ୍ରମ ସଚିବ।
Business
ଆସ୍କା-40ର ଦର ବଢ଼ାଇବାକୁ ଆସିକା ବିଧାୟକଙ୍କ ଦାବି
୫ ବର୍ଷ ହେଲା ‘Aska-40’ ଦର ବୃଦ୍ଧି ପାଇନାହିଁ ବୋଲି କହିଛନ୍ତି ଆସିକା ବିଧାୟକ।
Business
ରାଜସ୍ୱ ସଚିବ ସଞ୍ଜୟ ମାଲହୋତ୍ରା RBI ଗଭର୍ଣ୍ଣର
ଆରବିଆଇ ଗଭର୍ଣ୍ଣର ଭାବେ ଏବେ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ କାର୍ଯ୍ୟ କରୁଛନ୍ତି। ତାଙ୍କ ସ୍ଥାନରେ ଆସନ୍ତା ୩ ବର୍ଷ ପାଇଁ ସଞ୍ଜୟ ଆରବିଆଇ ଗଭର୍ଣ୍ଣର ଭାବେ କାମ କରିବେ।
Guest Column
ଗୋପାଳପୁର-ଜୟପୁର କରିଡର ନେଇ ଚିନ୍ତା
ସଡ଼କ ପଥରେ ଗୋପାଳପୁର ବନ୍ଦରରୁ ଗଜପତି, ରାୟଗଡ଼ା ଦେଇ କୋରାପୁଟ ଜିଲ୍ଲାର ଜୟପୁର ପର୍ଯ୍ୟନ୍ତ ଅର୍ଥନୈତିକ କରିଡର୍ ଆବଶ୍ୟକତା ଥିଲେ ମଧ୍ୟ ଏହା ଗୋଟିଏ ନିର୍ଦ୍ଦିଷ୍ଟ କମ୍ପାନୀ ଦ୍ୱାରା ଯେଉଁ ଭାବରେ କରାଯାଉଛି ସେଥିରେ ଏହି ସବୁ ଅଞ୍ଚଳଗୁଡ଼ିକରେ ରହୁଥିବା ନିରୀହ ଜନସାଧାରଣ ଓ ବିଶେଷ ଭାବରେ ଆଦିବାସୀମାନଙ୍କ ଉପରେ ଏହାର କି ପ୍ରଭାବ ପଡ଼ିବ ତାହା ପ୍ରଥମେ ଆଲୋଚିତ ହେବା ଆବଶ୍ୟକ।