୧୦ ହଜାର ଟଙ୍କା ରିହାତିରେ ମିଳୁଛି ଲାଟେଷ୍ଟ OnePlus ସ୍ମାର୍ଟଫୋନ୍

ନୂଆଦିଲ୍ଲୀ: ଏବେ ଭାରତୀୟ ବଜାର ପାଇଁ ଅନ୍ୟତମ ଲୋକପ୍ରିୟ ସ୍ମାର୍ଟଫୋନ୍‌ OnePlus  ଆଣିଛି ଜବରଦସ୍ତ ଅଫର୍‌। କମ୍ପାନୀ ଆରମ୍ଭ କରିଦେଇଛି  Fab Phone Fest। ଏହି ସେଲ୍‌ ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଆମାଜନ୍‌ ଇଣ୍ଡିଆରେ ଚାଲିବ।  ଏହି ସେଲ୍‌ରେ ଆପଣଙ୍କୁ  OnePlus ଫୋନ୍‌ରେ ଆକର୍ଷଣୀୟ ରିହାତି ମିଳିବ।  ଏଥିରେ ଏହାର ଲାଟେଷ୍ଟ ମଡେଲ୍ OnePlus 7T ଓ OnePlus 7 Pro ବି ସାମିଲ୍ ରହିଛି। Amazon Fab Phone Festରେ ଗ୍ରାହକମାନେ ଲାଟେଷ୍ଟ ମଡେଲ୍ […]

1plus

1plus

Chinmayee Roy
  • Published: Friday, 20 December 2019
  • Updated: 20 December 2019, 09:22 AM IST

Sports

Latest News

ନୂଆଦିଲ୍ଲୀ: ଏବେ ଭାରତୀୟ ବଜାର ପାଇଁ ଅନ୍ୟତମ ଲୋକପ୍ରିୟ ସ୍ମାର୍ଟଫୋନ୍‌ OnePlus  ଆଣିଛି ଜବରଦସ୍ତ ଅଫର୍‌। କମ୍ପାନୀ ଆରମ୍ଭ କରିଦେଇଛି  Fab Phone Fest। ଏହି ସେଲ୍‌ ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଆମାଜନ୍‌ ଇଣ୍ଡିଆରେ ଚାଲିବ।  ଏହି ସେଲ୍‌ରେ ଆପଣଙ୍କୁ  OnePlus ଫୋନ୍‌ରେ ଆକର୍ଷଣୀୟ ରିହାତି ମିଳିବ।  ଏଥିରେ ଏହାର ଲାଟେଷ୍ଟ ମଡେଲ୍ OnePlus 7T ଓ OnePlus 7 Pro ବି ସାମିଲ୍ ରହିଛି।

Amazon Fab Phone Festରେ ଗ୍ରାହକମାନେ ଲାଟେଷ୍ଟ ମଡେଲ୍ OnePlus 7Tର ୮ଜିବି ରାମ୍‌ ଓ ୧୨୮ଜିବି ଷ୍ଟୋରେଜ୍‌ ଭ୍ୟାରିଆଣ୍ଟକୁ ୩୪ ହଜାର ୯୯୯ ଟଙ୍କା ମୂଲ୍ୟରେ କିଣିପାରିବେ। ଯଦି ଆପଣ HDFC ବ୍ୟାଙ୍କର କ୍ରେଡିଟ୍‌ କାର୍ଡରେ ଏହାକୁ କିଣିବେ, ତା’ହେଲେ ୧୫୦୦ ଟଙ୍କାର ଅତିରିକ୍ତ ଡିସ୍‌କାଉଣ୍ଟ୍ ପାଇପାରିବେ। କମ୍ପାନୀ ଏହାକୁ ୩୭ ହଜାର ୯୯୯ ଟଙ୍କାରେ ଲଞ୍ଚ୍‌ କରିଥିଲା। ସେହିପରି ଏହି ସେଲ୍‌ରେ OnePlus 7 Proକୁ ଆପଣ ୧୦ ହଜାର ଟଙ୍କାର ରିହାତିରେ ପାଇପାରିବେ। କମ୍ପାନୀ ଏହାକୁ ୫୨ ହଜାର ୯୯୯ ଟଙ୍କାରେ ଲଞ୍ଚ୍‌ କରିଥିଲ॥ ହେଲେ ଏବେ ଆପଣ ଏହାକୁ ଆମାଜନ୍‌ରୁ ୪୨ ହଜାର ୯୯୯ ଟଙ୍କାରେ କିଣିପାରିବେ। ଏଥିସହ ଯଦି ଆପଣ ଏହି ଫୋନ୍ HDFC ବ୍ୟାଙ୍କର କ୍ରେଡିଟ୍‌ କାର୍ଡ ଜରିଆରେ କିଣନ୍ତି, ତା’ହେଲେ ୨ହଜାର ଟଙ୍କାର ଅତିରିକ୍ତ ଡିସ୍‌କାଉଣ୍ଟ୍ ମିଳିବ। ଏହି ସେଲ୍‌ରେ ଆପଣଙ୍କୁ OnePlus 7ରେ ମଧ୍ୟ ଆକର୍ଷଣୀୟ ଡିସ୍‌କାଉଣ୍ଟ୍ ମିଳିବ।

ସୂଚନାଯୋଗ୍ୟ, କମ୍ପାନୀ ବଜାରକୁ ନିଜର ଏକ ବଜେଟ୍‌ ସ୍ମାର୍ଟଫୋନ୍‌ ଆଣିବାକୁ ଯୋଜନା କରୁଛି। ତେବେ ଏଯାଏଁ ଏହାର ନାଁ କ’ଣ ହେବ ଓ ଏହାକୁ କେବେ ଲଞ୍ଚ୍ କରାଯିବ, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଅନ୍ୟପକ୍ଷରେ କମ୍ପାନୀ ଏବେ ଜାନୁଆରୀରେ ଲଞ୍ଚ୍ ହେବାକୁ ଥିବା ତା’ର ପ୍ରଥମ କନ୍‌ସେପ୍ଟ ଫୋନ୍‌ ‘Concept One’ ଉପରେ ଫୋକସ୍‌ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story