Advertisment

ପୁଣି ବିକିବେ ଓପିଜିସି

ଓପିଜିସିରୁ ୪୯% ଅଂଶଧନ ବିକ୍ରି ପାଇଁ ଗ୍ଲୋବାଲ ଟେଣ୍ଡର। ୨ ବର୍ଷ ପରେ ପୁଣି ଅଂଶଧନ ବିକ୍ରି ଉଦ୍ୟମ କଲେ ରାଜ୍ୟ ସରକାର। ଝାରସୁଗୁଡ଼ା ଇବ ଭ୍ୟାଲିରେ ୩୮ ବର୍ଷ ହେଲା ରହିଛି ଓପିଜିସି।ନିକଟରେ ଲାଭକୁ ଆସିଥିବା କମ୍ପାନୀ ବିକ୍ରି ନେଇ ଉଠୁଛି ପ୍ରଶ୍ନ। ବିକ୍ରି ପରେ ସରକାର ସଂପ୍ରସାରଣ ପାଇଁ ରଖିଛନ୍ତି ଲକ୍ଷ୍ୟ।

IB Valley OPGC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe