ଭାରତରେ Oppo f15ର ବିକ୍ରି ଆରମ୍ଭ

ନୂଆଦିଲ୍ଲୀ: ଭାରତରେ ଆରମ୍ଭ ହୋଇଯାଇଛି Oppo f15ର ସେଲ୍‌। ଗ୍ରାହକ ଏହି ସ୍ମାର୍ଟଫୋନ୍‌କୁ  ଆମାଜନ୍‌, ପ୍ଲିପକାର୍ଟ ଓ ଅଫଲାଇନ୍‌ ରିଟେଲର୍ସଙ୍କ ଜରିଆରେ କିଣିପାରିବେ। ଏହି ଫୋନ୍‌ଟିକୁ ଗତ ସପ୍ତାହରେ ଲଞ୍ଚ୍‌ କରାଯାଇଥିଲା। ଏହି ଫୋନ୍‌ର ମୂଲ୍ୟ ୮ଜିବି ରାମ୍‌ ଓ ୧୨୮ ଜିବି ଷ୍ଟୋରେଜ୍‌ ପାଇଁ ୧୯ ହଜାର ୯୯୦ଟଙ୍କା ରଖାଯାଇଛି। ଅଫର୍‌ କଥା କହିଲେ ଏହି ଫୋନ୍‌କୁ ଅଫ୍‌ଲାଇନ୍‌ ରିଟେଲର୍ସଙ୍କ ପାଖରୁ କିଣିଲେ ଆପଣଙ୍କୁ  ଜାନୁଆରୀ ୨୬ ଯାଏ ୱାନ୍‌ଟାଇମ୍‌ ସ୍କ୍ରିନ୍‌ ରିପ୍ଲେସମେଣ୍ଟ ଏବଂ HDFC, […]

oppo

Chinmayee Roy
  • Published: Monday, 27 January 2020
  • , Updated: 27 January 2020, 11:50 AM IST

ନୂଆଦିଲ୍ଲୀ: ଭାରତରେ ଆରମ୍ଭ ହୋଇଯାଇଛି Oppo f15ର ସେଲ୍‌। ଗ୍ରାହକ ଏହି ସ୍ମାର୍ଟଫୋନ୍‌କୁ  ଆମାଜନ୍‌, ପ୍ଲିପକାର୍ଟ ଓ ଅଫଲାଇନ୍‌ ରିଟେଲର୍ସଙ୍କ ଜରିଆରେ କିଣିପାରିବେ। ଏହି ଫୋନ୍‌ଟିକୁ ଗତ ସପ୍ତାହରେ ଲଞ୍ଚ୍‌ କରାଯାଇଥିଲା। ଏହି ଫୋନ୍‌ର ମୂଲ୍ୟ ୮ଜିବି ରାମ୍‌ ଓ ୧୨୮ ଜିବି ଷ୍ଟୋରେଜ୍‌ ପାଇଁ ୧୯ ହଜାର ୯୯୦ଟଙ୍କା ରଖାଯାଇଛି।

ଅଫର୍‌ କଥା କହିଲେ ଏହି ଫୋନ୍‌କୁ ଅଫ୍‌ଲାଇନ୍‌ ରିଟେଲର୍ସଙ୍କ ପାଖରୁ କିଣିଲେ ଆପଣଙ୍କୁ  ଜାନୁଆରୀ ୨୬ ଯାଏ ୱାନ୍‌ଟାଇମ୍‌ ସ୍କ୍ରିନ୍‌ ରିପ୍ଲେସମେଣ୍ଟ ଏବଂ HDFC, ICICI ଓ Yes ବ୍ୟାଙ୍କ ଗ୍ରାହକଙ୍କୁ ୫ ପ୍ରତିଶତ କ୍ୟଶବ୍ୟାକ୍ ମିଳିବ। ଏଥିସହ ଗ୍ରାହକଙ୍କୁ ଇନ୍‌ଷ୍ଟାଲ୍‌ମେଣ୍ଟରେ ପାଇଁ  Bajaj Finserv ତରଫରୁ ଜିରୋ ଡାଉନ୍‌ ପେମେଣ୍ଟର ଅପଶନ୍‌ ବି ମିଳିବ। ସେହିପରି ଜିଓ ୟୁଜରଙ୍କୁ ୧୦୦ ପ୍ରତିଶତ ଆଡିଶନାଲ୍‌ ଡାଟା ବେନିଫିଟ୍‌ ମିଳିବ।

Galaxy S10 Liteର ଫିଚର:

  • ଡିସ୍‌ପ୍ଲେ ସାଇଜ୍‌: ୬. ୪ଇଞ୍ଚ୍
  • ଡିସ୍‌ପ୍ଲେ ଟାଇପ୍:  ଫୁଲ୍‌ ଏଚ୍‌ଡି ସୁପର ଆମୋଲେଡ୍ 1080×2400 ପିକ୍ସେଲ୍ନ୍
  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍ ୯ ପାଇ ବେସ୍‌ଡ ColorOS 6.1.2
  • ପ୍ରସେସର୍:   2GHz octa-core (4x2GHz+4x2.1GHz), MediaTek Helio P70
  • ରାମ୍:  8 GB
  • ଷ୍ଟୋରେଜ୍: 128 GB
  • ରିୟର କ୍ୟାମେରା: 48 MP + 8 MP + 2MP + 2MP
  • ଫ୍ରଣ୍ଟ୍‌ କ୍ୟାମେରା: 16 MP
  • ବ୍ୟାଟେରୀ: 4000mAh ସହ  VOOC 3.0  ଫାଷ୍ଟ ଚାର୍ଜିଂ ସପୋର୍ଟ ବି ଦିଆଯାଇଛି।
  • କଲର୍ ଅପଶନ୍: ଲାଇଟିନିଂ ବ୍ଲାକ୍ ଓ ୟୁନିକନ୍‌ ହ୍ୱାଇଟ୍

Related story