ଲଞ୍ଚ୍ ହେଲା Oppo Reno 3 Pro

ମୁମ୍ବାଇ: Oppo ଲଞ୍ଚ୍ କରିଛି Reno 3 Pro। ଏହା ବିଶ୍ୱର ପ୍ରଥମ ଫୋନ୍ ଯେଉଁଥିରେ ୪୪ ମେଗାପିକ୍ସେଲ୍‌ ଓ ୨ ମେଗାପିକ୍ସେଲ୍‌ର ଡୁଆଲ୍‌ ସେଲ୍‌ଫି କ୍ୟାମେରା ଦିଆଯାଇଛି। ଏଥିସହ ଏଥିରେ AI ନାଇଟ୍‌ ସେଲ୍‌ଫି ମୋଡ୍‌ ଓ ନଏଜ୍‌ କ୍ୟାନ୍‌ସେଲେସନ୍‌ ଫିଚର ମଧ୍ୟ ଦିଆଯାଇଛି। କମ୍ପାନୀ Oppo Reno 3 Proକୁ ଦୁଇଟି ଭ୍ୟାରିୟାଣ୍ଟ 8GB+128GB ଓ 8GB+256GBରେ ଲଞ୍ଚ କରିଛି। ଏଗୁଡ଼ିକର ମୂଲ୍ୟ ଯଥାକ୍ରମେ ୨୯ ହଜାର ୯୯୦ ଟଙ୍କା ଓ ୩୨ ହଜାର […]

reno

reno

Chinmayee Roy
  • Published: Tuesday, 03 March 2020
  • Updated: 03 March 2020, 09:06 AM IST

Sports

Latest News

ମୁମ୍ବାଇ: Oppo ଲଞ୍ଚ୍ କରିଛି Reno 3 Pro। ଏହା ବିଶ୍ୱର ପ୍ରଥମ ଫୋନ୍ ଯେଉଁଥିରେ ୪୪ ମେଗାପିକ୍ସେଲ୍‌ ଓ ୨ ମେଗାପିକ୍ସେଲ୍‌ର ଡୁଆଲ୍‌ ସେଲ୍‌ଫି କ୍ୟାମେରା ଦିଆଯାଇଛି। ଏଥିସହ ଏଥିରେ AI ନାଇଟ୍‌ ସେଲ୍‌ଫି ମୋଡ୍‌ ଓ ନଏଜ୍‌ କ୍ୟାନ୍‌ସେଲେସନ୍‌ ଫିଚର ମଧ୍ୟ ଦିଆଯାଇଛି।

କମ୍ପାନୀ Oppo Reno 3 Proକୁ ଦୁଇଟି ଭ୍ୟାରିୟାଣ୍ଟ 8GB+128GB ଓ 8GB+256GBରେ ଲଞ୍ଚ କରିଛି। ଏଗୁଡ଼ିକର ମୂଲ୍ୟ ଯଥାକ୍ରମେ ୨୯ ହଜାର ୯୯୦ ଟଙ୍କା ଓ ୩୨ ହଜାର ୯୯୦ ଟଙ୍କା ରଖାଯାଇଛି। ଏହାର ବିକ୍ରି ଆସନ୍ତା ୬ ତାରିଖରୁ ଆରମ୍ଭ ହେବ।

ଏହା ସହ କମ୍ପାନୀ Oppo Enco W31 ୱାୟରଲେସ୍ ଇୟରବଡ୍‌ସ ଲଞ୍ଚ୍‌ କରିଛି। ଏହାର ଗୋଟିଏ ଭ୍ୟାରିୟାଣ୍ଟର ମୂଲ୍ୟ ୪ ହଜାର ୯୯୯ ଟଙ୍କା ହୋଇଥିବାବେଳେ ଅନ୍ୟଟିର ମୂଲ୍ୟ ୭ ହଜାର ୯୯୦ ଟଙ୍କା ରହିଛି।

Oppo Reno 3 Proର ଫିଚର:

  • ଡିସ୍‌ପ୍ଲେ ସାଇଜ୍‌: ୬.୫ ଇଞ୍ଚ୍
  • ଡିସ୍‌ପ୍ଲେ ଟାଇପ୍: ଫୁଲ୍‌ ଏଚ୍‌ଡି ସୁପର୍‌ ଆମୋଲେଡ୍ 1080×2400 ସହ ଇନ୍‌ ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ
  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍ 10
  • ପ୍ରୋସେସର୍: MediaTek Helio P95
  • ରାମ୍: 6 GB
  • ଷ୍ଟୋରେଜ୍: 128 GB ଯାହା 512GB ପର୍ଯ୍ୟନ୍ତ ବଢ଼ିପାରିବ
  • ରିୟର କ୍ୟାମେରା: 64 MP + 13MP + 8MP + 2MP
  • ଫ୍ରଣ୍ଟ କ୍ୟାମେରା: 44MP + 2MP
  • ବ୍ୟାଟେରୀ: 4025 mAh ସହ ଫାଷ୍ଟ ଚାର୍ଜିଂ ସପୋର୍ଟ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story