Advertisment

ଇଣ୍ଡିଆ ଫୋର୍ବସ ତାଲିକାରେ ସ୍ଥାନ ପାଇଥିବା OTVକୁ ମିଳିଲା ସମ୍ମାନ

ଆଗାମୀ ଦିନରେ ବି ଏମିତି ଉପରେ ରହିବୁ ବୋଲି ଆଶା ଥିବା କହିଛନ୍ତି ଓଟିଭି ନେଟୱର୍କର ଏମ୍‌ଡି ଜଗି ମଙ୍ଗତ ପଣ୍ଡା।

author-image
Jitendra Garnayak

ଆଜି ଆମେ ଗର୍ବିତ ଯେ ଇଣ୍ଡିଆ ଫୋର୍ବସ ସିଲେକ୍ଟ-200 ତାଲିକାରେ ଓଟିଭିର ନାଁ ଆସିଛି । ଓଟିଭି ଟିମକୁ ଧନ୍ୟବାଦ୍ ଜଣାଉଛି ଯେ ଟିମ୍ ପାଇଁ ଆଜି ଆମକୁ ଏ ସ୍ଥାନ ମିଳିପାରିଛି । ଆଗାମୀ ଦିନରେ ବି ଏମିତି ଉପରେ ରହିବୁ ବୋଲି ଆଶା ଥିବା କହିଛନ୍ତି ଓଟିଭି ନେଟୱର୍କର ଏମ୍‌ଡି ଜଗି ମଙ୍ଗତ ପଣ୍ଡା।

Advertisment