\'ଏ ସଫଳତା ପାଇଁ ଓଟିଭି ଟିମକୁ ଧନ୍ୟବାଦ୍\' | Odisha Reporter
Advertisment
ଆଜି ଆମେ ଗର୍ବିତ ଯେ ଇଣ୍ଡିଆ ଫୋର୍ବସ ସିଲେକ୍ଟ-200 ତାଲିକାରେ ଓଟିଭିର ନାଁ ଆସିଛି । ଓଟିଭି ଟିମକୁ ଧନ୍ୟବାଦ୍ ଜଣାଉଛି ଯେ ଟିମ୍ ପାଇଁ ଆଜି ଆମକୁ ଏ ସ୍ଥାନ ମିଳିପାରିଛି । ଆଗାମୀ ଦିନରେ ବି ଏମିତି ଉପରେ ରହିବୁ ବୋଲି ଆଶା ଥିବା କହିଛନ୍ତି ଓଟିଭି ନେଟୱର୍କର ଏମ୍ଡି ଜଗି ମଙ୍ଗତ ପଣ୍ଡା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us