ଭାରତରେ ୬ ମାସରେ ବିକ୍ରି ହୋଇଛି ୧୭ ଲକ୍ଷରୁ ଅଧିକ ପାସେଞ୍ଜର ଭେହିକିଲ୍

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଚଢ଼ା ତୈଳଦର ସତ୍ତ୍ୱେ ଭାରତୀୟଙ୍କ ଗାଡ଼ି କିଣିବା ସଉକ ପ୍ରଭାବିତ ହୋଇନି।  ୨୦୧୮ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଭାରତରେ ମୋଟ ୧୭, ୪୪,୩୫୦ ୟୁନିଟ୍ ପାସେଞ୍ଜର ଭେହିକିଲ୍ ବିକ୍ରି ହୋଇଛି। ୨୦୧୭ ମସିହାର ସମାନ ଅବଧି ତୁଳନାରେ ଏହା ପ୍ରାୟ ୬.୮୮% ଅଧିକ। ସେହିପରି ବ୍ୟକ୍ତିଗତ କାର୍ କିଣିବାରେ ମଧ୍ୟ ହେଳା କରି ନାହାନ୍ତି ଭାରତୀୟ। ଏଥିରେ ବି ପ୍ରାୟ ୬.୮% ବୃଦ୍ଧି ପାଇ ଏହାର ସଂଖ୍ୟା ୧୧,୬୯,୪୯୭ ୟୁନିଟରେ ପହଞ୍ଚିଛି। ସୋସାଇଟି ଅଫ […]

neeee

neeee

Abinash Pati
  • Published: Friday, 12 October 2018
  • Updated: 12 October 2018, 10:44 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଚଢ଼ା ତୈଳଦର ସତ୍ତ୍ୱେ ଭାରତୀୟଙ୍କ ଗାଡ଼ି କିଣିବା ସଉକ ପ୍ରଭାବିତ ହୋଇନି।  ୨୦୧୮ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଭାରତରେ ମୋଟ ୧୭, ୪୪,୩୫୦ ୟୁନିଟ୍ ପାସେଞ୍ଜର ଭେହିକିଲ୍ ବିକ୍ରି ହୋଇଛି। ୨୦୧୭ ମସିହାର ସମାନ ଅବଧି ତୁଳନାରେ ଏହା ପ୍ରାୟ ୬.୮୮% ଅଧିକ। ସେହିପରି ବ୍ୟକ୍ତିଗତ କାର୍ କିଣିବାରେ ମଧ୍ୟ ହେଳା କରି ନାହାନ୍ତି ଭାରତୀୟ। ଏଥିରେ ବି ପ୍ରାୟ ୬.୮% ବୃଦ୍ଧି ପାଇ ଏହାର ସଂଖ୍ୟା ୧୧,୬୯,୪୯୭ ୟୁନିଟରେ ପହଞ୍ଚିଛି। ସୋସାଇଟି ଅଫ ଇଣ୍ଡିଆନ୍ ଅଟୋମୋବାଇଲ୍ ମାନୁଫ୍ୟାକ୍‌ଚରର୍ସ(ଏସ୍ଆଇଏଏମ୍) ଶୁକ୍ରବାର ପ୍ରକାଶ କରିଥିବା ତଥ୍ୟରୁ ଏହା ସାମ୍ନାକୁ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story