ଭାରତରେ ୬ ମାସରେ ବିକ୍ରି ହୋଇଛି ୧୭ ଲକ୍ଷରୁ ଅଧିକ ପାସେଞ୍ଜର ଭେହିକିଲ୍

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଚଢ଼ା ତୈଳଦର ସତ୍ତ୍ୱେ ଭାରତୀୟଙ୍କ ଗାଡ଼ି କିଣିବା ସଉକ ପ୍ରଭାବିତ ହୋଇନି।  ୨୦୧୮ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଭାରତରେ ମୋଟ ୧୭, ୪୪,୩୫୦ ୟୁନିଟ୍ ପାସେଞ୍ଜର ଭେହିକିଲ୍ ବିକ୍ରି ହୋଇଛି। ୨୦୧୭ ମସିହାର ସମାନ ଅବଧି ତୁଳନାରେ ଏହା ପ୍ରାୟ ୬.୮୮% ଅଧିକ। ସେହିପରି ବ୍ୟକ୍ତିଗତ କାର୍ କିଣିବାରେ ମଧ୍ୟ ହେଳା କରି ନାହାନ୍ତି ଭାରତୀୟ। ଏଥିରେ ବି ପ୍ରାୟ ୬.୮% ବୃଦ୍ଧି ପାଇ ଏହାର ସଂଖ୍ୟା ୧୧,୬୯,୪୯୭ ୟୁନିଟରେ ପହଞ୍ଚିଛି। ସୋସାଇଟି ଅଫ […]

neeee

Abinash Pati
  • Published: Friday, 12 October 2018
  • , Updated: 12 October 2018, 10:44 PM IST

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଚଢ଼ା ତୈଳଦର ସତ୍ତ୍ୱେ ଭାରତୀୟଙ୍କ ଗାଡ଼ି କିଣିବା ସଉକ ପ୍ରଭାବିତ ହୋଇନି।  ୨୦୧୮ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଭାରତରେ ମୋଟ ୧୭, ୪୪,୩୫୦ ୟୁନିଟ୍ ପାସେଞ୍ଜର ଭେହିକିଲ୍ ବିକ୍ରି ହୋଇଛି। ୨୦୧୭ ମସିହାର ସମାନ ଅବଧି ତୁଳନାରେ ଏହା ପ୍ରାୟ ୬.୮୮% ଅଧିକ। ସେହିପରି ବ୍ୟକ୍ତିଗତ କାର୍ କିଣିବାରେ ମଧ୍ୟ ହେଳା କରି ନାହାନ୍ତି ଭାରତୀୟ। ଏଥିରେ ବି ପ୍ରାୟ ୬.୮% ବୃଦ୍ଧି ପାଇ ଏହାର ସଂଖ୍ୟା ୧୧,୬୯,୪୯୭ ୟୁନିଟରେ ପହଞ୍ଚିଛି। ସୋସାଇଟି ଅଫ ଇଣ୍ଡିଆନ୍ ଅଟୋମୋବାଇଲ୍ ମାନୁଫ୍ୟାକ୍‌ଚରର୍ସ(ଏସ୍ଆଇଏଏମ୍) ଶୁକ୍ରବାର ପ୍ରକାଶ କରିଥିବା ତଥ୍ୟରୁ ଏହା ସାମ୍ନାକୁ ଆସିଛି।

Related story