Advertisment

ପେଟ୍ରୋଲ୍‌ ଲିଟର ପିଛା ଦର ୧୧୮ ଟଙ୍କା ଟପିଲା

ନୂଆଦିଲ୍ଲୀ: ତୈଳ ଦର ପ୍ରତିଦିନ ବଢୁଥିବା ବେଳେ ମଧ୍ୟ ପ୍ରଦେଶର ବାଲଘାଟରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୧୮ଟଙ୍କା ୨୫ ପଇସା ହୋଇଛି। ସେହିଭଳି ଏଠାରେ ଡିଜେଲ ଲିଟର ପିଛା ୧୦୭ ଟଙ୍କା ୪୬ ପଇସା ହୋଇଛି। ଦିଲ୍ଲୀରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୭ ଟଙ୍କା ୨୪ ପଇସାକୁ ବୃଦ୍ଧି ପାଇଥିବା ବେଳେ ଡିଜେଲ ଦର ୯୫ ଟଙ୍କା ୯୭ ପଇସା ହୋଇଛି। ସେହିଭଳି ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୧୧୩ […]

ଅଦ୍ୟତନ ହୋଇଛି
ଥମୁନି ତୈଳଦର, ଆଜି ପୁଣି ବଢ଼ିଲା

Petrol

Advertisment

ନୂଆଦିଲ୍ଲୀ: ତୈଳ ଦର ପ୍ରତିଦିନ ବଢୁଥିବା ବେଳେ ମଧ୍ୟ ପ୍ରଦେଶର ବାଲଘାଟରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୧୮ଟଙ୍କା ୨୫ ପଇସା ହୋଇଛି। ସେହିଭଳି ଏଠାରେ ଡିଜେଲ ଲିଟର ପିଛା ୧୦୭ ଟଙ୍କା ୪୬ ପଇସା ହୋଇଛି।

Advertisment

ଦିଲ୍ଲୀରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୭ ଟଙ୍କା ୨୪ ପଇସାକୁ ବୃଦ୍ଧି ପାଇଥିବା ବେଳେ ଡିଜେଲ ଦର ୯୫ ଟଙ୍କା ୯୭ ପଇସା ହୋଇଛି।

ସେହିଭଳି ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୧୧୩ ଟଙ୍କା ୧୨ ପଇସା ହୋଇଥିବା ବେଳେ ଡିଜେଲ ଦର ୧୦୪ ଟଙ୍କା ହୋଇଛି।

Advertisment

କୋଲକାତାରେ ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ୧୦୭ ଟଙ୍କା ୭୮ ପଇସା ଓ ୯୯ ଟଙ୍କା ୦୮ ପଇସା ରହିଛି। ଚେନ୍ନାଇରେ ଏହି ଦର ଯଥାକ୍ରମେ ୧୦୪ ଟଙ୍କା ୨୨ ପଇସା ଓ ୧୦୦ ଟଙ୍କା ୨୫ ପଇସା ରହିଛି।

ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୮ ଟଙ୍କା ୧୯ ପଇସା ହୋଇଥିବାବେଳେ ଡିଜେଲ୍ ୧୦୪ ଟଙ୍କା ୭୦ ପଇସା ହୋଇଛି। ସେହିପରି ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ୧୧୩ ଟଙ୍କା ୭୮ ପଇସା ଓ ଡିଜେଲ ଲିଟର ପ୍ରତି ଦର ୧୧୦ ଟଙ୍କା ୯ ପଇସାରେ ପହଞ୍ଚିଛି। କଟକରେ ପେଟ୍ରୋଲ ଲିଟର ୧୦୮ ଟଙ୍କା ୫୧ ପଇସା ଏବଂ ଡିଜେଲ୍ ଦର ଲିଟର ପ୍ରତି ୧୦୫.୮୨ ଟଙ୍କାରେ ବିକ୍ରି ହେଉଛି।

Petrol Price Hike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe