ହାତ ଟେକିଦେଲେ ଯୋଗାଣମନ୍ତ୍ରୀ !

ଆଳୁ ପାଇଁ ପୁଣି ହାହାକାର। କିଛି ଦିନ ଧରି ବଜାରରେ ଦର ଉଚ୍ଚା ରହିବା ପରେ ଦିନେ-ଦୁଇଦିନ ସାମାନ୍ୟ ଖସିଥିଲା, ଏବେ ହଠାତ୍ ଉଭାନ ହୋଇଯାଇଛି ଆଳୁ।

Manoj Swain
  • Published: Wednesday, 07 August 2024
  • Updated: 07 August 2024, 05:30 PM IST

Sports

Latest News

ଖୁଚୁରା ବଜାରରେ ଲାଗିଛି ନିଆଁ, ମନ୍ତ୍ରୀ କିନ୍ତୁ କରୁଛନ୍ତି ଧୁଆଁ। ଖୁଚୁରା ବେପାରୀଙ୍କ ଉପରେ ରହୁନି ଲଗାମ, ଯିଏ ଯାହା ପାଇଲା ସେହି ଦରରେ ବିକ୍ରି କଲା। ମନ୍ତ୍ରୀ କହୁଛନ୍ତି, ଅଧିକ ଦରରେ ଆଳୁ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ହେବ। ବ୍ୟବସାୟୀ ସଂଘ କହୁଛନ୍ତି, କେଉଁଠି 50ରେ ବିକ୍ରି ହେଉଛି । ଖାଉଟି କହୁଛନ୍ତି, ଟିଭିରେ 40, ମାର୍କେଟରେ 60 । ତେବେ ଆଳୁ ଦରକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି କିଏ ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos