ହାତ ଟେକିଦେଲେ ଯୋଗାଣମନ୍ତ୍ରୀ ! | Odisha Reporter
Advertisment
ଖୁଚୁରା ବଜାରରେ ଲାଗିଛି ନିଆଁ, ମନ୍ତ୍ରୀ କିନ୍ତୁ କରୁଛନ୍ତି ଧୁଆଁ। ଖୁଚୁରା ବେପାରୀଙ୍କ ଉପରେ ରହୁନି ଲଗାମ, ଯିଏ ଯାହା ପାଇଲା ସେହି ଦରରେ ବିକ୍ରି କଲା। ମନ୍ତ୍ରୀ କହୁଛନ୍ତି, ଅଧିକ ଦରରେ ଆଳୁ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ହେବ। ବ୍ୟବସାୟୀ ସଂଘ କହୁଛନ୍ତି, କେଉଁଠି 50ରେ ବିକ୍ରି ହେଉଛି । ଖାଉଟି କହୁଛନ୍ତି, ଟିଭିରେ 40, ମାର୍କେଟରେ 60 । ତେବେ ଆଳୁ ଦରକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି କିଏ ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us