Advertisment

ଆଳୁ ଦରରେ ଲାଗିଛି ନିଆଁ

୫ ଦିନରେ ଆଳୁ ୧୦ରୁ ୧୫ ଟଙ୍କା ମହଙ୍ଗା। କିଲୋ ପିଛା ୪୦ରୁ ୪୫ ଟଙ୍କାରେ ବିକ୍ରି ହେଉଛି। କିଛି ସ୍ଥାନରେ ଖୁଚୁରା ଦର ୫୦ ବି ଛୁଇଁଲାଣି।

author-image
Manoj Swain
ଅଦ୍ୟତନ ହୋଇଛି

୫ ଦିନରେ ଆଳୁ ୧୦ରୁ ୧୫ ଟଙ୍କା ମହଙ୍ଗା। କିଲୋ ପିଛା ୪୦ରୁ ୪୫ ଟଙ୍କାରେ ବିକ୍ରି ହେଉଛି। କିଛି ସ୍ଥାନରେ ଖୁଚୁରା ଦର ୫୦ ବି ଛୁଇଁଲାଣି। ଆଳୁର ଏମିତି ଦରବୃଦ୍ଧି ଦେଖି ଗ୍ରାହକ ଛାନିଆ। ଏପଟେ ଖୁଚୁରା ବ୍ୟବସାୟୀଙ୍କ କହିବା କଥା, ହୋଲସେଲ୍ ମାର୍କେଟରେ ପର୍ଯ୍ୟାପ୍ତ ଆଳୁ ନାହିଁ। ତେଣୁ ଉଚ୍ଚାଦରରେ କିଣିବାକୁ ପଡ଼ୁଛି। ଆଉ ଯେଉଁ ଆଳୁ ମିଳୁଛି, ଅନେକ ପଚିଶଢ଼ି ଯାଉଛି। ତେଣୁ ବାଧ୍ୟହୋଇ ଅଧିକ ଦାମରେ ବିକୁଛୁ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Potato