Advertisment

ରାଜ୍ୟରେ କାହିଁକି କମୁନି ଆଳୁ ଦର ?

ବଜାରରେ ପ୍ରଚୁର ପରିମାଣର ଆଳୁ ମହଜୁଦ୍ ଥିବା ସତ୍ବେ ଖୁଚୁରା ବଜାରରେ ଆଳୁ କେଜି ପିଛା 40 ଟଙ୍କାରରେ ବିକ୍ରି ହେଉଛି।

author-image
Manoj Swain

କାହିଁକି କମୁନି ଆଳୁ ଦର, କେଉଁଠି ରହିଲା ସମସ୍ୟା ? ସରକାର କଥା ହେଲେ, ମାଲଗୋଦାମରେ ଆଳୁ ଟ୍ରକ ଲାଗିଲା, ପୁଣି କେଁ କାହିଁକି ଲାଗି ରହିଲା ? ବଜାରରେ ପ୍ରଚୁର ପରିମାଣର ଆଳୁ ମହଜୁଦ୍ ଥିବା ସତ୍ବେ ଖୁଚୁରା ବଜାରରେ ଆଳୁ କେଜି ପିଛା 40 ଟଙ୍କାରରେ ବିକ୍ରି ହେଉଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Price Hike Potato