ଆଳୁ ଦର ଆଜି କେତେ ? || Potato Price Hike In Odisha || Vegetable Market || Odisha Reporter
Advertisment
କାହିଁକି କମୁନି ଆଳୁ ଦର, କେଉଁଠି ରହିଲା ସମସ୍ୟା ? ସରକାର କଥା ହେଲେ, ମାଲଗୋଦାମରେ ଆଳୁ ଟ୍ରକ ଲାଗିଲା, ପୁଣି କେଁ କାହିଁକି ଲାଗି ରହିଲା ? ବଜାରରେ ପ୍ରଚୁର ପରିମାଣର ଆଳୁ ମହଜୁଦ୍ ଥିବା ସତ୍ବେ ଖୁଚୁରା ବଜାରରେ ଆଳୁ କେଜି ପିଛା 40 ଟଙ୍କାରରେ ବିକ୍ରି ହେଉଛି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us