ଆଳୁ ଦର କାହାର କେତେ ? 32-37-50 | Odisha Reporter
Advertisment
ଆଳୁ ଦରକୁ ନେଇ କାହା ସହିତ କାହାର ରହୁନି ତାଳମେଳ। ଯୋଗାଣ ମନ୍ତ୍ରୀ ବଜାରରେ ଆଳୁ କେଜି 32 ଟଙ୍କାରେ ବିକ୍ରୀ ହେଉଥିବା କଥା କହୁଥିବା ବେଳେ ବ୍ୟବସାୟୀ ସଂଘ କହୁଛନ୍ତି ହୋଲସେଲ ଦର ଏବେ 32 ଟଙ୍କା ରହିଛି। କାହିଁକି ନା ପଶ୍ଚିମବଙ୍ଗରୁ 27 ଟଙ୍କାରେ କିଣିବାକୁ ପଡୁଛି। ଖୁଚୁରା ବେପାରୀ ଯେଉଁମାନେ କେଜି ପିଛା 32 ଟଙ୍କାରେ କିଣିବେ ସମାନ ଦାମରେ ବିକ୍ରି କରିବେ କିପରି ? ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us